ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ବିଭିନ୍ନ ସମସ୍ୟାର ସମାଧାନ ନେଇ ୩୧ ଦିନ ହେଲା ବ୍ଲକ୍ କାର୍ଯ୍ୟାଳୟରେ ସ୍ଥାନୀୟଲୋକଙ୍କ ଧାରଣା

16/10/2018 at 9:48 AM

ଖୋର୍ଦ୍ଧା ୧୬|୧୦: ୩୧ ଦିନ ହେଲା ବ୍ଲକ୍ କାର୍ଯ୍ୟାଳୟରେ ସ୍ଥାନୀୟଲୋକଙ୍କ ଧାରଣା । ବିଭିନ୍ନ ସମସ୍ୟା ସମାଧାନ ଦାବିରେ ବାଲିପାଟଣା ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ସ୍ଥାନୀୟ ଲେ।କେ । ବାଲିପାଟଣା ବିଡିଓଙ୍କ ମନମୁଖୀ କାର୍ଯ୍ୟ, ପଂଚାୟତ ନିୟମରେ ଉଲ୍ଲଂଘନ, ବିଭିନ୍ନ ଜନହିତକର ଯୋଜନା ହିତାଧିକାରୀଙ୍କ ପାଖରେ ନପହଞ୍ଚିବା ଅଭିଯୋଗରେ ଧାରଣା ଦିଆଯାଇଛି । ଗତ ୧୫ ତାରିଖରୁ ଧାରଣା ଦେଇଛନ୍ତି ସ୍ଥାନୀୟ ଲେ।କେ । ତଥାପି ପ୍ରଶାସନ ନୀରବଦ୍ରଷ୍ଟା ପାଲଟିଛି । ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବାଲିପାଟଣାରୁ ପଦଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଆନ୍ଦେ।ଳନକାରୀ ।

   Related Posts