Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆନନ୍ଦପୁରରେ ବଜ୍ରପାତରେ ଜଣେ ମହିଳା ଗୁରୁତର

23/05/2018 at 5:38 AM

ଆନନ୍ଦପୁର ସୋସ ଥାନା ଅନ୍ତର୍ଗତ ଝଣଝଣା ଗାଁରେ ଅଘଟଣ । ବଜ୍ରପାତରେ ୨ ବଖରା ଘର ଜଳି ଯାଇଛି । ବଜ୍ରପାତରେ ଜଣେ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି । ତାଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରା।ଯାଇଛି । ଗୁରୁତର ମହିଳା ହେଲେ ପୂର୍ଣ୍ଣିମା ବେହେରା ।

Leave a Reply

   Related Posts