Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କୁକୁର ଆକ୍ରମଣରେ ଆହତ ଗାଡଭାଲୁକୁ ଉଦ୍ଧାର କଲେ ଗ୍ରାମବାସୀ

9/12/2018 at 1:45 PM

ଅନୁଗୁଳ ୯/୧୨: ଘସିପୁରା ଥାନା ଅନ୍ତର୍ଗତ ହରିଡାପାଳ ଗାଁରେଏକ କ୍ଷ­ତାକ୍ତ ଗାଡଭାଲୁକୁ ଉଦ୍ଧାର କରିଛନ୍ତି  ଗ୍ରାମବାସୀ। ଗତକାଲି ରାତିରେ ନିକଟସ୍ଥ ଜଙ୍ଗଲରୁ ଖସିଆସିଥିବା  ଏହି ଗାଡଭାଲୁଟିକୁ କେତେକ ବୁଲା କୁକୁର ଆକ୍ରମଣ କରି କ୍ଷତାକ୍ତକରୁଥିବାବେଳେ ଗ୍ରାମବାସୀମାନେ କୁକୁରଙ୍କୁ ଘୌଡାଇ ଭାଲୁଟିକୁ ରକ୍ଷାକରିଥିଲେ । ପରେ ଖବର ଦେବାରୁବନବିଭାଗ କର୍ମଚାରୀ ମାନେ ଗାଁରେ ପହଞ୍ଚି ଭାଲୁଟିକୁ ନେଇ ଚିକିତ୍ସା ଆରମ୍ଭ କରିଛନ୍ତି। 

   Related Posts