କୁକୁର ଆକ୍ରମଣରେ ଆହତ ଗାଡଭାଲୁକୁ ଉଦ୍ଧାର କଲେ ଗ୍ରାମବାସୀ

Published By : Prameya-News7 Bureau | December 09, 2018 IST

ଅନୁଗୁଳ ୯/୧୨: ଘସିପୁରା ଥାନା ଅନ୍ତର୍ଗତ ହରିଡାପାଳ ଗାଁରେଏକ କ୍ଷ­ତାକ୍ତ ଗାଡଭାଲୁକୁ ଉଦ୍ଧାର କରିଛନ୍ତି  ଗ୍ରାମବାସୀ। ଗତକାଲି ରାତିରେ ନିକଟସ୍ଥ ଜଙ୍ଗଲରୁ ଖସିଆସିଥିବା  ଏହି ଗାଡଭାଲୁଟିକୁ କେତେକ ବୁଲା କୁକୁର ଆକ୍ରମଣ କରି କ୍ଷତାକ୍ତକରୁଥିବାବେଳେ ଗ୍ରାମବାସୀମାନେ କୁକୁରଙ୍କୁ ଘୌଡାଇ ଭାଲୁଟିକୁ ରକ୍ଷାକରିଥିଲେ । ପରେ ଖବର ଦେବାରୁବନବିଭାଗ କର୍ମଚାରୀ ମାନେ ଗାଁରେ ପହଞ୍ଚି ଭାଲୁଟିକୁ ନେଇ ଚିକିତ୍ସା ଆରମ୍ଭ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.