Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନ ରୟାଲ୍ସକୁ ୨୨୨ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ କିଙ୍ଗସ୍‌ : କେ.ଏଲ. ରାହୁଲ, ଦୀପକ ହୁଡାଙ୍କ ବିସ୍ଫୋରକ ଅର୍ଦ୍ଧଶତକ
  • ||
  • ମୋଦୀଙ୍କୁ ସୋନିଆଙ୍କ ପତ୍ର: ବୟସ ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ
  • ||
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||

ଶିଖର ଧଓ୍ବନଙ୍କ ପରେ ଏବେ ବିଶ୍ବକପ୍ ଟିମରୁ ବାଦ୍ ପଡ଼ିଲେ ବିଜୟ ଶଙ୍କର

1/07/2019 at 1:50 PM

ଇଂଲଣ୍ଡ ୧/୭: ଶିଖର ଧଓ୍ବନଙ୍କ ପରେ ଏବେ ଆଉ ଜଣେ ଭାରତୀୟ ଖେଳାଳୀ ଆହତ ହୋଇ ୨୦୧୯ ବିଶ୍ବକପରୁ ବାଦ୍ ପଡ଼ିଲେ। ଟିମ୍ ଇଣ୍ଡିଆରେ ଅଲରାଉଣ୍ଡର ଭାବେ ସାମିଲ ହୋଇଥିବା ବିଜୟ ଶଙ୍କରଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବା ଯୋଗୁଁ ଟୁର୍ଣ୍ଣାମେଣ୍ଟରେ ସେ ଏବେ ଗୋଟିଏ ବି ମ୍ୟାଚ୍ ଖେଳି ପାରିବେ ନାହିଁ। ବିଜୟ ନେଟରେ ଖେଳ ଅଭ୍ୟାସ କରୁଥିବାବେଳେ ତାଙ୍କୁ ଆଘାତ ଲାଗିଥିଲା। ଜସପ୍ରୀତ ବୁମରାହଙ୍କ ଦ୍ରୃତ ବଲ୍ ସିଧା ଆସି ବିଜୟଙ୍କ ଗୋଡ଼ ଆଙ୍ଗୁଠିରେ ବାଜିଥିଲା।

ବର୍ତ୍ତମାନ କେଉଁ ଖେଳାଳୀ ବିଜୟଙ୍କ ସ୍ଥାନରେ ଖେଳିବେ,ଏହା ବିଷୟରେ କୈାଣସି ସୂଚନା ଏଯାଏଁ ମିଳିନାହିଁ। ଏବେ ବିସିସିଆଇ ବିଜୟ ଶଙ୍କରଙ୍କ ରିପ୍ଲେସମେଣ୍ଟ ପାଇଁ ଆଇସିସିକୁ ଏକ ଚିଠି ଲେଖିବ।

   Related Posts