ମୋଦି ସରକାରଙ୍କ ବିରୋଧରେ ବିଜୟ ମାଲ୍ୟାଙ୍କ ଅଭିଯୋଗ, କହିଲେ 'ମୋ ଟଙ୍କା ନେଇ ଜେଟ୍ ଏୟାରଓ୍ବେଜକୁ ବଞ୍ଚାନ୍ତୁ'

Published By : Prameya-News7 Bureau | March 26, 2019 IST

ନୂଆଦିଲ୍ଲୀ ୨୬|୩ : ଜେଟ୍‌ ଏୟାରଓ୍ବେଜ୍ କମ୍ପାନିକୁ ବୁଡିବାରୁ ରକ୍ଷା କରିବା ପାଇଁ ସରକାର ୧୫୦୦ କୋଟି ଟଙ୍କା ବିନିଯୋଗ କରିବେ ବୋଲି ଘୋଷଣା କରିଛନ୍ତି । ଏହାପରେ କିଙ୍ଗ୍‌ଫିସର୍‌ ଏୟାର୍‌ଲାଇନ୍‌ର ମାଲିକ ବିଜୟ ମାଲ୍ୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।

ମାଲ୍ୟା ଟ୍ବିଟ୍ କରି କହିଛନ୍ତି କି କିଙ୍ଗ୍‌ଫିସର୍‌ କମ୍ପାନୀ ଓ କର୍ମଚାରୀଙ୍କୁ ବଞ୍ଚାଇବା ପାଇଁ ସେ ୪୦୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି। ସମାନ ପିଏସ୍‌ୟୁ ବ୍ୟାଙ୍କ୍‌ ଭଲ କର୍ମଚାରୀ ଓ ସଂଯୋଗ ଦେଉଥିବା ଏୟାର୍‌ଲାଇନ୍‌ ସହ ଠିକ୍‌ ବ୍ୟବହାର କରିନାହିଁ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ବ୍ୟାଙ୍କ୍‌ ତାଙ୍କ ଟଙ୍କା କହିଁକି ନେଇ ଯାଉନି, ଜେଟ୍‌ ଏୟାରଓ୍ବେଜ୍ କୁ ବଞ୍ଚାଇ ରଖିବାକୁ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଜୟ ମାଲ୍ୟ କହିଥିଲେ ଯେ, ସେ ତାଙ୍କ କର୍ମଚାରୀମାନଙ୍କର ଦୀର୍ଘ ଦିନର ଦରମା ଦେବାକୁ ଚାହାନ୍ତି ବୋଲି।

wp:core-embed/twitter {"url":"https://twitter.com/TheVijayMallya/status/1110327256763764742","type":"rich","providerNameSlug":"twitter","className":""}
https://twitter.com/TheVijayMallya/status/1110327256763764742
/wp:core-embed/twitter wp:core-embed/twitter {"url":"https://twitter.com/TheVijayMallya/status/1110328565629927424","type":"rich","providerNameSlug":"twitter","className":""}
https://twitter.com/TheVijayMallya/status/1110328565629927424
/wp:core-embed/twitter wp:core-embed/twitter {"url":"https://twitter.com/TheVijayMallya/status/1110329881857060864","type":"rich","providerNameSlug":"twitter","className":""}
https://twitter.com/TheVijayMallya/status/1110329881857060864
/wp:core-embed/twitter wp:core-embed/twitter {"url":"https://twitter.com/TheVijayMallya/status/1110331201607401472","type":"rich","providerNameSlug":"twitter","className":""}
https://twitter.com/TheVijayMallya/status/1110331201607401472
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.