ଭିଜିଲାନ୍ସ ଜାଲରେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ
18/12/2018 at 3:00 PM

ଝାରସୁଗୁଡା ୧୮|୧୨: ଭିଜିଲାନ୍ସ ଜାଲରେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ । ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଉଷାରାଣୀ ଦାଶଙ୍କୁ ଗିରଫ କଲା ଭିଜିଲାନ୍ସ । ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ବିଲ୍ ପାସ୍ କରାଇଦେବା ପାଇଁ ଠିକାଦାର ଦେବାନନ୍ଦ ବାରିକଙ୍କଠାରୁ ନେଉଥିଲେ ଲାଞ୍ଚ ।