Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

31/07/2018 at 8:00 AM

ଗ୍ୟାଙ୍ଗଷ୍ଟର ଟିଟୋ କିଂଲ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି | କେନ୍ଦ୍ରାପଡା ତହସିଲ ଓ ପୌର ପାଳିକା କାର୍ଯ୍ୟାଳୟ ସହ ଡେରାବିଶ ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି | ଅଫିସରେ ଗୁରୁତ୍ୱପୂର୍ଣ କାଗଜପତ୍ରର ଛାନଭିନ କରୁଛି ଭିଜିଲାନ୍ସ ଟିମ | ଆରପଟ ଟିଟୋର ବେଆଇନ ଜମି ଉପରେ ପହଂଚିଛି ଭିଜିଲାନ୍ସ ଟିମ୍ | ପେଟ୍ରୋଲ ପମ୍ପ ପାଇଁ ବେଆଇନ୍ ଭାବେ ହାତେଇଥିବା ୫ ଡିସିମିଲ ଜାଗା ମାପଚୁପ କରିବ ଭିଜିଲାନ୍ସ | ଏଥିସହ ଟିଟୋର ପେଟ୍ରୋଲ ପମ୍ପ ଉପରେ ମଧ୍ୟ ଚଢ଼ାଉ ଚାଲିଛି | ଭିଜିଲାନ୍ସ ଟିମ୍ ସହ ଉପସ୍ଥିତ ଅଛନ୍ତି କେନ୍ଦ୍ରାପଡା ତହସିଲ କାର୍ଯ୍ୟାଳୟର ଅଧିକାରୀ |

   Related Posts