ଭିଜିଲାନ୍ସ ପଞ୍ଝାରେ GPO, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

Published By : Prameya-News7 Bureau | July 23, 2021 IST

କଣ୍ଟାବାଞ୍ଜି ୨୩/୦୭: ଭିଜିଲାନ୍ସ ଜାଲରେ ତୁରେକେଲା ବ୍ଲକ ଗ୍ରାମ ପଞ୍ଚାୟତ ଅଫିସର (GPO) । ବ୍ଲକ ଗ୍ରାମ ପଂଚାୟତ ଅଫିସର ଗୋବିନ୍ଦ ଭୋଇ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ବରଗଡ଼ ବଲାଙ୍ଗୀର ସୋନପୁର ଭିଜିଲାନ୍ସ ଟିମର ଚଢ଼ାଉ । ଏକା କାଳୀନ ୫ ଟି ସ୍ଥାନରେ ଚଢ଼ାଉ ।

wp:gallery {"ids":[484494],"linkTo":"none"} /wp:gallery

କଣ୍ଟାବାଞ୍ଜି ପଟେଲ କଲୋନୀ ସ୍ଥିତ ବାସଭବନ ସହ ଧଣ୍ଡାମୁଣ୍ଡା ପୈତୃକ ବାସ ଭବନ, ତୁରେକେଲା , ମୁରିବାହାଲ ବ୍ଲକ କାର୍ଯ୍ୟଳୟ ଏବଂ ତାଙ୍କ ଫୋଟୋ ଷ୍ଟୁଡିଓରେ ଚଢ଼ାଉ । ବ୍ଲକ ଗ୍ରାମ ପଂଚାୟତ ଅଫିସର ଗୋବିନ୍ଦ ଭୋଇଙ୍କ ନାଁ ଆୟର ବହିର୍ଭୁତ ସମ୍ପତ୍ତି ଠୁଳ ହୋଇଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.