ଭିଜିଲାନ୍ସ ଜାଲରେ ଜି.ଉଦୟଗିରି ତହସିଲ ଅଫିସର ବରିଷ୍ଠ କିରାଣୀ
6/09/2018 at 4:01 PM

କନ୍ଧମାଳ ୬|୯: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ । ଜି.ଉଦୟଗିରି ତହସିଲ ଅଫିସର ବରିଷ୍ଠ କିରାଣୀ ସୁଶୀଲ କୁମାର ସେନାପତିଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଏକକାଳୀନ ୪ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଜି.ଉଦୟଗିରିସ୍ଥିତ କାର୍ଯ୍ୟାଳୟ, ଫୁଲବାଣୀସ୍ଥିତ ବାସଭବନ ଉପରେ ଚଢାଉ ଜାରି ରହିଛି ।
Related Posts
ଇମାମି ପେପର୍ କମ୍ପାନୀରେ ବ୍ୟାପିଲା କରୋନା, ଥରକେ ୧୦୧ ପଜିଟିଭ୍
12 April 2021