ଭିଜିଲାନ୍ସ ଜାଲରେ କେଶାଇବାହାଲ ଜୁନିୟର କଲେଜ ଅଧ୍ୟକ୍ଷ

Published By : Prameya-News7 Bureau | November 19, 2019 IST

କୁଚିଣ୍ଡା ୧୯।୧୧: ଭିଜିଲାନ୍ସ ଜାଲରେ କେଶାଇବାହାଲ ଜୁନିୟର କଲେଜ ଅଧ୍ୟକ୍ଷ । ବାସଭବନ ଚଢାଉ କରି ବିଭିନ୍ନ କାଗଜପତ୍ରର ଯାଞ୍ଚ କରୁଛି ଭିଜିଲାନ୍ସ ।

{"id":186527,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ସମ୍ବଲପୁର ଜିଲ୍ଲା କେଶାଇବାହାଲ ଜୁନିୟର କଲେଜ ଅଧ୍ୟକ୍ଷ   ଜୟ ପ୍ରକାଶ ପଟେଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।  ଆଜି ସକାଳୁ ରାଉଲକେଲା ଭିଜିଲାନ୍ସ  ଟିମ  ଏକ ଟିମ୍ ଆଜି ସକାଳୁ ଜୟପ୍ରକାଶଙ୍କ ଘରେ ଚଢାଉ କରିଛି । ଜୟପ୍ରକାଶଙ୍କ  କେଶାଇବାହାଲରେ ସ୍ଥିତ ପୈତୃକ ବାସଭବନର ଚଢାଉ କରି ବିଭିନ୍ନ କାଗଜ ପତ୍ର ଯାଞ୍ଚ ସହ ଅସବାପତ୍ରର ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.