ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ

Published By : Prameya-News7 Bureau | September 02, 2020 IST

ଝାରସୁଗୁଡ଼ା ୦୨।୦୯:  ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ । ଝାରସୁଗୁଡ଼ା ବ୍ରଜରାଜ ନଗର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ପଟେଲଙ୍କ ଘରେ ରେଡ କରିଛି ଭିଜିଲାନ୍ସ ଟିମ୍ ।

ଦିଲ୍ଲୀପ ଘରେ ସମେତ ୬ଟି ସ୍ଥାନରେ ଛାପା ମାରିଛି ଭିଜିଲାନ୍ସ ଟିମ୍ । ଝାରୁସୁଗୁଡ଼ା ମ୍ୟୁନିସିପାଲଟି କଲୋନୀରେ ଥିବା ସରକାରୀ ବାସଭବନ, ଝାରସୁଗୁଡ଼ା ସହରରେ ଥିବା ଏକ ବିଲ୍ଡିଂ, ଏବଂ ଏକ ପେଟ୍ରୋଲ ପମ୍ପ ସମେତ ଅନ୍ୟ ସ୍ଥାନ ଗୁଡ଼ିକରେ ଚଢ଼ାଉ ଚାଲିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ଼ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.