ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ , ଏକାସାଙ୍ଗେ ୫ଟି ସ୍ଥାନରେ ରେଡ୍
24/12/2020 at 1:16 PM

ବ୍ରହ୍ମପୁର ୨୪।୧୨: ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଗୁଣୁପୁର ପୁର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଉଦ୍ଧବ ପାଢୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଏକାସାଙ୍ଗେ ୫ଟି ସ୍ଥାନରେ ଚଢାଉ ଜାରି ରହିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ନପୁର ଭିଜିଲାନ୍ସ ପକ୍ଷରୁ ଗୁଣୁପୁର ପୁର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଉଦ୍ଧବ ପାଢୀଙ୍କ ଘରେ ଚଢାଉ ଜାରି ରହିଛି । ଭିଜିଲାନ୍ସ ପକ୍ଷରୁ ୫ଟି ଗଠନ କରାଯାଇ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । lେବେ ଚଢାଉ ହୋଇଥିବା ସ୍ଥାନ ଗୁଡିକ ହେଉଛି- ଗୁଣୁପୁରସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ, ବ୍ରହ୍ମପୁରରେ ଥିବା ଘର, ଧରାକୋଟ୍ ବ୍ଳକ୍ ମାଣିକପୁର କ୍ରସର୍ ୟୁନିଟ୍, ପୁରୀରେ ଥିବା ଘର ସହିତ ୫ଟି ସ୍ଥାନରେ ଏକାସାଙ୍ଗେ ଖୋଲତାଡ଼ କରୁଛି ଭିଜିଲାନ୍ସ ।
Related Posts
ଦୋକାନ ଭିତରୁ ମିଳିଲା ଦୋକାନୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
23 January 2021
ପୁରୀ ଜିଲ୍ଲାରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ
23 January 2021