ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ : ଅଫିସ, ପୈତୃକ ଘର, ଶ୍ବଶୁର ଘରେ ଏକକାଳୀନ ରେଡ୍

Published By : Prameya-News7 Bureau | December 30, 2019 IST

କଳାହାଣ୍ଡି ୩୦/୧୨:  ଆୟ ବହିର୍ଭୂତ ସଂମ୍ପତି ଠୁଳ ଅଭିଯୋଗ  ମାମଲାରେ ଜୁନାଗଡ ବନ ବିଭାଗ ରେଞ୍ଜର ଲକ୍ଷ୍ମଣ ଶବର ଘରେ ଭିଜିଲାନ୍ସ ଚଢାଉ । ଲକ୍ଷ୍ମଣ ଶବର ଙ୍କ ପୈତୃକ ଘର ଲଡୁ ଗାଁ, ଶଶୁର ଘର ତୁନଗାଁ ରେ ଏକକାଳୀନ ଚଢାଉ ଜାରି ରହିଥିବା ବେଳେ ଜୁନାଗଡ ରେଞ୍ଜ  ଆଫିସ ରେ ଗୋଟିଏ ଟିମ ଚଢାଉ ପାଇଁ ଉପସ୍ଥିତ ରହିଛନ୍ତି ।

{"id":204384,"sizeSlug":"large"}

ଭବାନୀପାଟଣା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ସମେତ ଭିଜିଲାନ୍ସ ଟିମ୍ ବିଭିନ୍ନ ସ୍ଥାନରେ ଏକକାଳିନ ଚଢାଉ ଜାରି ରଖିଛି।  ତେବେ ବର୍ତ୍ତମାନ ସୁଦ୍ଧା ଚଢାଉ ଜାରି ରହିଛି।  ଚଢାଉ ସମୟରେ ବିଭିନ୍ନ ସ୍ଥାନରୁ ସ୍ଥାବର ଅସ୍ଥାବର ସଂମର ଠାବ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଉଛି ହେଲେ ଚଢାଉ ଶେଷରେ ସଂମ୍ପତି ର ମୂଲ୍ୟ ଖୁଲାସା କରିବ ଅନ୍ୟ ପକ୍ଷରେ ଆର୍ୟବହିଭୁତ ସଂମ୍ପତି ଠୁଳ ଅଭିଯୋଗ କୁ ରେଞ୍ଜର ଖଣ୍ଡନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.