Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ : ଅଫିସ, ପୈତୃକ ଘର, ଶ୍ବଶୁର ଘରେ ଏକକାଳୀନ ରେଡ୍

30/12/2019 at 10:16 AM

କଳାହାଣ୍ଡି ୩୦/୧୨:  ଆୟ ବହିର୍ଭୂତ ସଂମ୍ପତି ଠୁଳ ଅଭିଯୋଗ  ମାମଲାରେ ଜୁନାଗଡ ବନ ବିଭାଗ ରେଞ୍ଜର ଲକ୍ଷ୍ମଣ ଶବର ଘରେ ଭିଜିଲାନ୍ସ ଚଢାଉ । ଲକ୍ଷ୍ମଣ ଶବର ଙ୍କ ପୈତୃକ ଘର ଲଡୁ ଗାଁ, ଶଶୁର ଘର ତୁନଗାଁ ରେ ଏକକାଳୀନ ଚଢାଉ ଜାରି ରହିଥିବା ବେଳେ ଜୁନାଗଡ ରେଞ୍ଜ  ଆଫିସ ରେ ଗୋଟିଏ ଟିମ ଚଢାଉ ପାଇଁ ଉପସ୍ଥିତ ରହିଛନ୍ତି ।

ଭବାନୀପାଟଣା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ସମେତ ଭିଜିଲାନ୍ସ ଟିମ୍ ବିଭିନ୍ନ ସ୍ଥାନରେ ଏକକାଳିନ ଚଢାଉ ଜାରି ରଖିଛି।  ତେବେ ବର୍ତ୍ତମାନ ସୁଦ୍ଧା ଚଢାଉ ଜାରି ରହିଛି।  ଚଢାଉ ସମୟରେ ବିଭିନ୍ନ ସ୍ଥାନରୁ ସ୍ଥାବର ଅସ୍ଥାବର ସଂମର ଠାବ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଉଛି ହେଲେ ଚଢାଉ ଶେଷରେ ସଂମ୍ପତି ର ମୂଲ୍ୟ ଖୁଲାସା କରିବ ଅନ୍ୟ ପକ୍ଷରେ ଆର୍ୟବହିଭୁତ ସଂମ୍ପତି ଠୁଳ ଅଭିଯୋଗ କୁ ରେଞ୍ଜର ଖଣ୍ଡନ କରିଛନ୍ତି।

   Related Posts