ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ, ପଞ୍ଚାୟତ ଅଫିସ୍‌ରେ ଭିଜିଲାନ୍ସ ଚଢାଉ

Published By : Prameya-News7 Bureau | March 14, 2020 IST

ବାଙ୍କୀ ୧୪।୩: କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ଅନ୍ତର୍ଗତ ପୁଇଁଚା ପଞ୍ଚାୟତରେ ଭିଜିଲାନ୍ସ ରେଡ୍ । ପଞ୍ଚାୟତରେ ବିଭିନ୍ନ ସରକାରୀ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ନେଇ ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଚଢାଉ କରାଯାଇଥିଲା ।

{"id":238001,"sizeSlug":"large"}

ପଞ୍ଚାୟତକୁ ଆସୁଥିବା ଅର୍ଥକମିଶନ ଫଣ୍ଡସ ଅନୁଦାନରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ କାମ ନକରି ଫଲସ ବିଲ୍ କରି ହଡପ କରିଥିବା ଅଭିଯୋଗରେ ଭିଜିଲାନ୍ସ ଦୁଇ ଦୁଇଥର ପଞ୍ଚାୟତକୁ ଆସି ଚଢାଉ କରିଲାଣି । ଚଢାଉ ବେଳେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.