Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଜିଆରଏସଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

30/12/2019 at 3:19 PM

ଝାରସୁଗୁଡା ୩୦/୧୨: ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ୍ ପାନପାଲି ପଞ୍ଚାୟତର ଜିଆରଏସ ଉଜ୍ଜ୍ଵଳ ବଡମେରିଙ୍କ ଝାରସୁଗୁଡା ଜିଲ୍ଲା ଅର୍ଡାର ବାସଭବନରେ ଭିଜିଲାନ୍ସ ରେଡ଼ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ଼। ଜିଆରଏସଙ୍କ ନିଜ ଗ୍ରାମ ସାରସପାଲି ଓ ଶ୍ବଶୁର ଘର ଦଲଗାଁରେ ଚାଲିଛି ଏକ ସଂଗେ ଚଢ଼ାଉ।

ଏହି ଚଢ଼ାଉରେ ଝାରସୁଗୁଡା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡର ଭିଜିଲାନ୍ସ ଅଧିକାରୀମାନେ ସାମିଲ ହୋଇ ଚଢ଼ାଉ ଓ ତନଖି କରିଛନ୍ତି।ଉଜ୍ଜ୍ୱଳଙ୍କ ୩ଟି କୋଠା ସମେତ ବିପୁଳ ପରିମାଣର ସମ୍ପତ୍ତି ରହିଛି ବୋଲି ଆକଳନ କରିଛି ଭିଜିଲାନ୍ସ ବିଭାଗ। ଅପରପକ୍ଷରେ ୭ହଜାର ଟଙ୍କା ଚାକିରୀ ବ୍ୟତୀତ ଅନ୍ୟ ବ୍ୟବସାୟ କରି ଅର୍ଥ ଉପାର୍ଜନ କରିଥିବା ଜିଆରଏସ କହିଛନ୍ତି।

   Related Posts