ଭିଜିଲାନ୍ସ ପଞ୍ଝାରେ ନବରଙ୍ଗପୁର ଲ୍ୟାମ୍ପ ଏମ୍.ଡି

Published By : Prameya-News7 Bureau | June 19, 2018 IST

ଭିଜିଲାନ୍ସ ପଞ୍ଝାରେ ନବରଙ୍ଗପୁର ଲ୍ୟାମ୍ପ ଏମ୍.ଡି । ଲ୍ୟାମ୍ପ ଏମ୍.ଡି ନୀଳାମ୍ବର ଶତପଥୀ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢ଼ାଉ ହୋଇଛି । ୬ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି । ନବରଙ୍ଗପୁର କାର୍ଯ୍ୟାଳୟ ସମେତ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ଏହାସହ ଉମରକୋଟ ବାସଭବନ, ଉମରକୋଟରେ ଥିବା ତାଙ୍କ ପୁଅର ଇଂରାଜୀ ମିଡିୟମ୍ ସ୍କୁଲରେ ମଧ୍ୟ ଚଢାଉ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.