ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ପୂର୍ତ୍ତ ଓ କେ।ଠାବାଡି- ନଂ-୧ ବିଭାଗ କର୍ମଚାରୀ ଦଣ୍ଡପାଣି ମହାପାତ୍ର

Published By : Prameya-News7 Bureau | May 25, 2018 IST

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ପୂର୍ତ୍ତ ଓ କେ।ଠାବାଡି- ନଂ-୧ ବିଭାଗ କର୍ମଚାରୀ ଦଣ୍ଡପାଣି ମହାପାତ୍ର । ଦଣ୍ଡପାଣିଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରିଛି ଭିଜିଲାନ୍ସ । ସକାଳୁ ସକାଳୁ ଏକସମୟରେ ବ୍ରହ୍ମପୁରସ୍ଥିତ ଅଫିସ, ଗୋଳନ୍ଥରା ଚଟି ସ୍ଥିତ ଦଣ୍ଡପାଣିଙ୍କ ପୈତୃକ ଘର, ଛତ୍ରପୁର ରାରବ ସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରି ଛାନଭିନ୍ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.