ଦ୍ୱିତୀୟ ଦିନରେ ଭିଜିଲାନ୍ସ ଜାଲରେ ବୈଧମାପ ବିଭାଗ ସହକାରୀ ନିୟନ୍ତ୍ରକ
Published By : Prameya-News7 Bureau | May 01, 2018 IST
ଦ୍ୱିତୀୟ ଦିନରେ ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ବୈଧମାପ ବିଭାଗ ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳ ....ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ନାଁରେ ମାମଲା ମଧ୍ୟ ହେବ .... ଗତକାଲି ଚଢୁଅ ବେଳେ ଏକ କୋଟିରୁ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ .... ୨୦୧୭ ରୁ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲା ....