Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଲାଞ୍ଚ ନେବା ବେଳେ ଧରାପଡିଲେ

16/07/2020 at 2:15 PM

ଭୁବନେଶ୍ୱର ୧୬।୦୭: ଭିଜିଲାନ୍ସ ଜାଲରେ କନେଷ୍ଟବଳ । ଲାଞ୍ଚ ନେବା ବେଳେ ଧରାପଡିଲେ କନେଷ୍ଟବଳ । ଭୁବନେଶ୍ବର ପୋଲିସ ସେବା ଭବନରେ ପଶିଲା ଭିଜିଲାନ୍ସ ଟିମ୍‌ । ଲାଞ୍ଚ ନେବା ବେଳେ ଧରା ପଡିଲେ କନଷ୍ଟେବଳ । ଗିରଫ କନଷ୍ଟେବଳ ହେଉଛନ୍ତି ସୁରେଶ ଦାସ ।

ସୂଚନାଯୋଗ୍ୟ ଯେ, ସୁରେଶ ଦାସ ପୋଲିସ ସେବା ଭବନ ଆକାଉଣ୍ଟ ବିଭାଗରେ କାର୍ଯ୍ୟ କରନ୍ତି । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସୁରେଶ।  ଏକ ଘର ଭଡା ବିଲ୍ ପାସ କରିବାକୁ ଟଙ୍କା ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ସେପଟେ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କନେଷ୍ଟବଳ ସୁରେଶ ଦାସଙ୍କୁ ସସ୍‌ପେଣ୍ଡ କରାଯାଇଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଟ୍ୱିଟ୍‌ ଜରିଆରେ ସୂଚନା ପ୍ରଦାନ କରାଯାଇଛି । ଏବଂ କମିଶନରେଟ ପୋଲିସ ଟ୍ୱିଟର ଜରିଆରେ ଏହା ମଧ୍ୟ କହିଛନ୍ତି ଯେ, ସୁରେଶ ଦାଶଙ୍କୁ ତତ୍‌କାଳରେ କାର୍ଯ୍ୟାନୁଷ୍ଠାନ ନେଇ ସସ୍‌ପେଣ୍ଡ କରାଯାଇଛି । ତୁରନ୍ତ କାର୍ଯ୍ୟକାରୀ କରାଯିବ ଏହି ନିର୍ଦ୍ଦେଶକୁ ବୋଲି ଜଣାଇଛନ୍ତି ।

   Related Posts