ଭିଜିଲାନ୍ସ ଜାଲରେ ସିନିୟର କିରାଣୀ : ହଜାରେ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ
22/10/2019 at 12:15 PM

ରାଉରକେଲା ୨୨।୧୦: ଭିଜିଲାନ୍ସ ଜାଲରେ ସିନିୟର କିରାଣୀ । ଏକ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିନିୟର କିରାଣୀ ବିଷ୍ଣୁ ଚରଣ ମଲିକଙ୍କୁ ଧରିଲା ଭିଜିଲାନ୍ସ ।
ସୂଚନାଯୋଗ୍ୟ ଯେ, କାଂଶବାହାଲ ଇଏସଆଇ ମେଡିକାଲରେ ସିନିଅର କିରାଣୀ ଭାବେ କାର୍ଯ୍ୟରତ ବିଷ୍ଣୁ ଚରଣ ମଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି । ସେହି ମେଡିକାଲର ଆମ୍ବୁଲାନ୍ସ ଡ୍ରାଇଭର ବୈରାଗୀ ବେହେରାଙ୍କଠାରୁ ଜିପିଏଫ ଅର୍ଥ ଦୁଇ ଲକ୍ଷ ଟଙ୍କା ପାସ୍ କାରାଇଦେବା ପାଇଁ ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ତାଙ୍କୁ ଲାଞ୍ଚ ନେବା ସମୟରେ ଗିରଫ କରିଛି ।
Related Posts
ନୋ-ବଲ୍କୁ ନେଇ ଗଣ୍ଡଗୋଳ, ଯୁବକଙ୍କ କାନ କାଟିଦେଲେ ସାଥି ଖେଳାଳି
28 January 2021
ଆଜି ଓ କାଲି କିଛି ସ୍ଥାନରେ ବର୍ଷା ସମ୍ଭାବନା, ଖସିବ ପାରଦ, ବଢିବ ଶୀତ
28 January 2021