ରାଜଧାନୀରୁ କୋଟିପତି ଶିକ୍ଷୟତ୍ରୀ ଗିରଫ

Published By : Prameya-News7 Bureau | October 03, 2019 IST

ଭୁବନେଶ୍ୱର - ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜଧାନୀରୁ କୋଟିପତି ଶିକ୍ଷୟତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କର ଏକ କୋଟି ୪୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଆୟର୍ବହିଭୂତ ସମ୍ପତ୍ତି ଜବତ କରାଯାଇଛି ।

{"id":165921,"width":582,"height":318}

ଭୁବନେଶ୍ବର ସ୍ଥିତ ୟୁନିଟ୍-୬ ସିଟି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଥିଲା। ଗୋପବନ୍ଧୁନଗର ସ୍ଥିତ ବାସଭବନ ସହ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.