ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ, ଥାନା ଏଏସ୍‌ଆଇ ଗିରଫ

Published By : Prameya-News7 Bureau | November 05, 2021 IST

ବାସୁଦେବପୁର, ୦୫/୧୧: ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ପୋଲିସ୍‌ ବାବୁ । ବାସୁଦେବପୁର ଅନ୍ତର୍ଗତ ନାଇକାନିଡିହି ଥାନା ଏଏସ୍‌ଆଇ କୌଳାସ ଚନ୍ଦ୍ର ଖୁଣ୍ଟିଆ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଧରିଥିଲା । ତାଙ୍କ ଠାରୁ ଟଙ୍କା ଜବତ କରିବା ସହିତ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.