ନିଜ ଭଉଣୀଙ୍କ ପ୍ରେମିକକୁ ଭଲ ପାଇ ବସିଥିଲେ ଏହି ଅଭିନେତ୍ରୀ

Published By : Prameya-News7 Bureau | January 11, 2019 IST

wp:heading {"level":5}
ମୁମ୍ବାଇ୧୧|୧: ଆଜିକାଲି ପ୍ରେମ ହେବା ଏକ ସାଧାରଣ କଥା। ପ୍ରେମ କେଉଁଠାରେ, କାହା ସହ କାହାର ବି ହୋଇପାରେ। ବଲିଉଡରେ ତ ଋତୁ ବଦଳିବାଠୁ ଆହୁରି ଶିଘ୍ର ବଦଳିଯାଏ ପ୍ରେମ । ସେଥିପାଇଁ ତ ପ୍ରେମ ଆଉ ପ୍ରତାରଣାର ଚର୍ଚ୍ଚା ସବୁବେଳେ ହେଉଥାଏ ଏଠି। ପ୍ରତିଦିନ ବିଭିନ୍ନ ଯୋଡିଙ୍କ ବିଷୟରେ କିଛି ନା କିଛି ନୂଆ ଶୁଣିବାକୁ ମିଳିଥାଏ। ସିନେମା ଜଗତରେ ବିବାହ ଓ ଛାଡପତ୍ର ଏକ ସାମାନ୍ୟ ଘଟଣା ବି ହୋଇଗଲାଣି ।
/wp:heading {"id":72805,"width":592,"height":441}
wp:heading {"level":5}
ତେବେ ପ୍ରେମ ବେଳେ ବେଳେ ଏମିତି କଡ ଲେଉଟାଏ ଯେ, ଘଟିଯାଏ ଚାଞ୍ଚଲ୍ୟକର ଘଟଣା । କାହା ଜୀବନ ଉଜୁଡିଯାଏ ତ କାହା ଜୀବନରେ ବସନ୍ତ ଖେଳୁଥାଏ ଦୋଳି । ପୁଣି ପ୍ରେମରେ ବି ତେବେ ତ୍ୟାଗ ଓ ତପସ୍ୟା । ଏମିତି ଏକ ତ୍ୟାଗ ଓ ଅନ୍ତର୍ଦାହର ନିଆଁରେ ଜଳିଥିବା ପ୍ରେମ କାହାଣୀର ଅଭାବ ନାହିଁ ବଲିଉଡର ବାସ୍ତବ ଜୀବନରେ । ସେମିତି ଏକ ଘଟଣା ଘଟିଛି ବଲିଉଡରେ । ଜଣେ ଅଭିନେତ୍ରୀ ତାଙ୍କ ଭଉଣୀଙ୍କ ପ୍ରେମିକକୁ ଭଲ ପାଇ ବସନ୍ତି । ଆଉ ତାପରେ….
/wp:heading {"id":72806,"width":590,"height":443}
wp:heading {"level":5}
୧୯୭୯ ମସିହା ଜାନୁଆରୀ ୧ତାରିଖରେ ଏହି ଅଭିନେତ୍ରୀଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା। ଅଭିନେତ୍ରୀ ବିଦ୍ୟା ବାଲନ ନିଜ ଭଉଣୀଙ୍କ ପ୍ରେମିକକୁ ଭଲ ପାଇଥିଲେ। ନେହା ଧୂପିୟାଙ୍କ ସୋ ଫିଲ୍ଟରରେ ବିଦ୍ୟା ନିଜେ ଏହି ଗୋପନ ତଥ୍ୟ ପ୍ରକାଶ କରିଛନ୍ତି। ସେ ତାଙ୍କ  କହିଥିଲେ ଯେ ତାଙ୍କ ଭଉଣୀର ବୟଫ୍ରେଣ୍ଡକୁ ସେ ଭଲ ପାଇଥିଲେ ସତ,  କିନ୍ତୁ ତାଙ୍କୁ ପରେ ଜଣା ପଡିଥିଲା ଯେ ତାଙ୍କ ଭଉଣୀଙ୍କୁ ସେଇ ପିଲାଟି ଭଲ ପାଏ।
/wp:heading {"id":72807,"width":592,"height":371}

ସେ ଯୁବକ ଏବଂ ତାଙ୍କ ଉଉଣୀ ଦୁହେଁ ଡେଟ ମଧ୍ୟ କରୁଥିଲେ। ଏହି ବିଷୟରେ ଜାଣିଲା ପରେ ବିଦ୍ୟା ତାଙ୍କ ପ୍ରେମକୁ ତ୍ୟାଗ କରିଥିଲେ। ଆଗକୁ ମୁକ୍ତିଲାଭ କରିବାକୁ ଥିବା ଏନଟିଆରଙ୍କ ବାୟୋପିକ୍‌ରେ ବିଦ୍ୟା ବାଲନଙ୍କୁ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.