Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ମାଲ୍ ଦିଅ ବେପାର କର : ମଦ ବେପାରୀଙ୍କ ସହ ଡିଲ୍ କରୁଛନ୍ତି ଅବକାରୀ କନଷ୍ଟେବଳ, ଉପରେ ଅଛନ୍ତି ଓଆଇସି… ଭାଇରାଲ୍ ଭିଡିଓରେ ପୁରା ପ୍ଲଟ୍

24/10/2020 at 1:56 PM

ଭୋଗରାଇ ୨୪।୧୦: ମଦ ବେପାରୀଙ୍କ ସହ ଅବକାରୀ ପୋଲିସର ମଧୁଚନ୍ଦ୍ରିକା ନେଇ ଅଭିଯୋଗ । ଏହାର ଏକ ଭିଡିଓ ଏବେ ଭାଇରାଲ୍ ହୋଇଛି । ଶୁଣନ୍ତୁ ଭିଡିଓରେ କ’ଣ କହୁଛନ୍ତି ବାଲେଶ୍ଵର ଜିଲ୍ଲା ବସ୍ତା ଅବକାରୀ ଥାନାର କନଷ୍ଟେବଳ…

କନଷ୍ଟେବଳ ବେଆଇନ ମଦ କାରବାର କରୁଥିବା ବେପାରୀଙ୍କ ସହ ଡିଲ୍ କରୁଛନ୍ତି । ଅବକାରୀ ଥାନା ଓଆଇସି ମଧ୍ୟ ଏହି ଡିଲ୍ ରେ ସାମିଲ ଥିବା କନଷ୍ଟେବଳ ନିଜେ କହୁଥିବା ଶୁଣିବାକୁ ମିଳିଛି । ବେଆଇନ ମଦ ବେପାରୀଙ୍କୁ ପୋଲିସ ଏବଂ ଅବକାରୀ ବିଭାଗ ସବୁ ପ୍ରକାର ସୁରକ୍ଷା ଦେବେ ବୋଲି ମଧ୍ୟ ବେପାରୀଙ୍କୁ ବୁଝାଉଛନ୍ତି । ବଡ ବାବୁଙ୍କୁ ଦେଖା କରିବାକୁ ମଧ୍ୟ କହୁଛନ୍ତି ।

ବାଲେଶ୍ବର ଜିଲ୍ଲାର ଉତ୍ତର ବାଲେଶ୍ବର ହେଉଛି ଚୋରା ମଦ ବେପାରର ପେଣ୍ଠସ୍ଥଳୀ । ପୋଲିସ ବିଭାଗ ଏବଂ ଅବକାରୀ ବିଭାଗର ଏହି ବେପାରୀମାନଙ୍କ ସହ ମଧୁଚନ୍ଦ୍ରିକା ରହିଛି ।

   Related Posts