Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଗୋଟିଏ ବାଇକରେ ଯାଉଥିଲେ ୪ ଜଣ, ସାପ କାଟିଦେଲା ଚାଲାଣ, ଆଉ ତା ପରେ….

5/09/2021 at 1:33 PM

ନୂଆଦିଲ୍ଲୀ ୦୫/୦୯: ବାଇକରେ ଲଦା ଲଦି ହୋଇ ଯାଉଥିଲେ ୪ ଜଣ । କେବଳ ସେତିକି ନୁହେଁ ଗୀତ ବୋଲି ମଜ୍ଜା କରି ଯାଉଥିଲେ । ହେଲେ ହଠାତ୍ କଣ ହେଲା ୪ ଜଣ ଯାକ ଖସିପଡିଲେ । ବାଇକ ଛାଡି ଦୌଡା ଡୌଦି ହୋଇ ଧାଉଁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡିଓ । ସୂଚନା ଥାଉକି, ବାଇକରେ ୪ ଜଣ ଆରୋହୀ ଯାଉଥିଲେ । ହଠାତ୍ ବାଇକଟି ରାସ୍ତାରେ ଓଲଟିପଡେ । କାରଣ ବାଇକ ଆଗକୁ ଆସିଯାଇ ଗୋଟିଏ ସାପ ।

ଆଉ ସାପକୁ ଦେଖି ଜୀବନ ବଞ୍ଚାଇ ଦୌଡିବାରେ ଲାଗିନ୍ତି ୪ବ୍ୟକ୍ତି । ଜଣେ ବ୍ୟକ୍ତି ଏହାକୁ ସୋସିଆଲ ମିଡିଆରେ୍ ଭାଇରାଲ କରିବା ପରେ ଲୋକେ ଏହାକୁ ଲାଇକ କରିବାରେ ଲାଗିଛନ୍ତି । କିଛି ଲୋକ ଏଥିରେ କମେଣ୍ଟ ବି ଦେଉଛନ୍ତି । କିଛି ଲୋକ ଏହି ଭିଡିଓକୁ ଏକ ମଜାଳିଆ ଢଙ୍ଗରେ ନେଉଥିବାବେଳେ କିଛି ଲୋକ ଏହାକୁ ଗୁରୁତର ସହ ନେଉଛନ୍ତି । କହୁଛନ୍ତି ବିନା ହେଲମେଟରେ ବାଇକ୍ ଚଳାଇବା ବିପଜ୍ଜନକ ବୋଲି ଆରୋହୀଙ୍କୁ ପରାମର୍ଶ ଦେଉଛନ୍ତି।

   Related Posts