Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବିକ୍କି-କ୍ୟାଟଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ: ଫୁଲ ସଜେଇବାକୁ ୟୁପିରୁ ଆସିଛନ୍ତି କାରିଗର, ବ୍ରାଜିଲ-ଥାଇଲ୍ୟାଣ୍ଡରୁ ଆସିଛି ପରିବା

7/12/2021 at 7:55 PM

ମୁମ୍ବାଇ ୦୭/୧୨ : ବିକ୍କି କୌଶଲ-କ୍ୟାଟ୍ରିନା କୈଫଙ୍କ ବାହାଘର କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ବାହାଘର ୯ ତାରିଖରେ ହେବ। ଆଜି ମେହେନ୍ଦି କାର୍ଯ୍ୟକ୍ରମ ଅଛି। ହୋଟେଲ ଚାରିଆଡେ ଫୁଲରେ ସଜାଯାଇଛି। ଫୁଲ ସଜେଇବାକୁ କରିବାକୁ ଉତ୍ତର ପ୍ରଦେଶରୁ ଆସିଛନ୍ତି। ବାହାଘର ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୋଲିସ ଅଧିକ୍ଷକ ରାଜେଶ ସିଂହ କହିଛନ୍ତି ଯେ ୨୫ ପୋଲିସକର୍ମୀ ନିୟୋଜିତ ଅଛନ୍ତି। ୧୦ ତାରିଖ ସନ୍ଧ୍ୟା ୮ଟା ଯାଏଁ ପୋଲିସ ଡ୍ୟୁଟି କରିବ। ସୁରକ୍ଷା ବ୍ୟବସ୍ଥାରେ ୧୫୦ ଜଣ ବାଉନ୍ସର ଅଛନ୍ତି।

ବିକ୍କି-କ୍ୟାଟଙ୍କ ବିବାହ ପାଇଁ ପରିବା ବିଦେଶରୁ ମଗାଯାଇଛି। ପରିବା ଥାଇଲ୍ୟାଣ୍ଡ, ବ୍ରାଜିଲ ଓ ଫିଲିପାଇନ୍ସରୁ ଅଣାଯାଇଛି। ଏଥିରେ ସାମିଲ ଅଛି ସ୍ପେ ଗେପ୍ସ ଯାହାର ମୂଲ୍ୟ କିଲୋ ପ୍ରତି ୨୫୦୦ ଟଙ୍କା, ଏଭୋକାଡୋ କିଲୋ ପ୍ରତି ୧୫୦୦ ଟଙ୍କା, ସୋନୋଫିସ କିଲୋ ପ୍ରତି ୩ ହଜାର ଟଙ୍କା।

ରାଜସ୍ଥାନ ସବା ମଧୋପୁରରେ ଆୟୋଜନ ହୋଇଥିବା ବାହାଘରରେ ଅତିଥିଙ୍କ ପାଇଁ ଏକ ନୋଟିସ ଜାରି କରାଯାଇଛି। ମୋବାଇଲ ବ୍ୟବହାର ନ କରିବାକୁ ଏବଂ ମୋବାଇଲରୁ କୌଣସି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ସେୟାର ନ କରିବାକୁ ଇଭେଣ୍ଟ କମ୍ପାନୀ ତରଫରୁ ନୋଟିସ ଜାରି କରାଯାଇଛି।

ସୁନୀଲ ସେଟ୍ଟୀ, କରଣ ଜୋହର, ନେହା ଧୂପିଆ, ଅଙ୍ଗଦ ବେଦୀ, କବିର ଖାନ, ମିନି ମାଥୁର, ଗାୟକ ଗୁରଦାସ ମାନ, ସିମରନ କୌର, ବିକ୍କି କୌଶଲଙ୍କ ଭାଇ ସନି କୌଶଲ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବରବାଡା ଫୋର୍ଟରେ ପହଞ୍ଚି ସାରିଛନ୍ତି।

   Related Posts