Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଆଜି ପଡିବ ଭିକି-କ୍ୟାଟ୍‌ଙ୍କ ହାତଗଣ୍ଠି, ବିବାହ ପରେ ହେବ ବଲ୍‌ରୁମ୍‌ ପାର୍ଟି…

9/12/2021 at 9:31 AM

ନୂଆଦିଲ୍ଳୀ ୦୯।୧୨ : ବଲିଉଡ୍‌ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି । ବିବାହ ପୂର୍ବର ସମସ୍ତ କାର୍ଯ୍ୟକ୍ରମ ଗୁଡିକ ପୁରାପୂରି ରୀତିନୀତି ଅନୁଯାୟୀ ଚାଲିଛି । ବିବାହକୁ ନେଇ ଦୁହିଁଙ୍କ ସମୟରେ ନୂଆ ଅପଡେଟ୍‌ ଆସିଛି। ଦୁହିଁଙ୍କ ବିବାହ ରାଜକୀୟ ଢଙ୍ଗରେ ହେବାକୁ ଯାଉଛି । ବର୍ତ୍ତମାନ ଏକ ସୂଚନା କି ଆଜି ରାତିରେ ବିବାହ ସରିବା ପରେ ସିକ୍ସ ସେନ୍ସ ଦୁର୍ଗରେ ଏକ ବଲରୁମ ପାର୍ଟିର ଆୟୋଜନ ମଧ୍ୟ କରାଯିବ। ଏହି ବିବାହରେ ଅତିଥି ତାଲିକାରେ ବହୁତ ନାମୀ ଦାମୀ କଳାକାରଙ୍କ ନାମ ସାମିଲ୍‌ କରାଯାଇଛି । ଯେଉଁଥିରେ ୟୁଏଇରୁ ଆସୁଛନ୍ତି ଫିଲ୍ମ ନିର୍ମାତା ଅଲ୍ଲି ଆବାସ ଜାଫର ।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ  ଶୁଣିବାକୁ ମିଳୁଛି କି ଭିକି କ୍ୟାଟ୍ରିନା ଦୁହେଁ ଆଜି ଦ୍ବିପହର ୩.୩୦ରୁ ୩.୪୫ ମଧ୍ୟରେ ସାତ ଫେରା ନେବେ । ସେ ଯେଉଁ ମଣ୍ଡପରେ ବିବାହ କରିବେ ତାହା ଅତି ରାଜକୀୟ ଢଙ୍ଗରେ ସଜା ଯାଇଛି । ତେବେ ମଣ୍ଡପଟି ସମ୍ପୂର୍ଣ୍ଣ କାଚରେ ଚତୁଃପାର୍ଶ୍ବ ସଜା ଯାଇଛି । କାରଣ ଯେଉଁ ମଣ୍ଡପରେ ସେ ବସି ବିବାହ କରିବେ ସେହି ମଣ୍ଡପ ସାମ୍ନାରେ ଏକ ମନ୍ଦିର ରହିଛି । ବିବାହ ଶେଷ ହେବା ପରେ ଦୁହେଁ ଚୌଥ ମାଆଙ୍କ ପାଖକୁ ଯାଇ ଆର୍ଶୀବାଦ ନେବେ ।

   Related Posts