Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ବହୁତ ପାଠୋଇ ଏହି ୫ଜଣ କ୍ରିକେଟରଙ୍କ ପତ୍ନୀମାନେ : ଜଣେ କରୁଥିଲେ ବିଦେଶରେ ଚାକିରୀ

16/07/2019 at 5:41 PM

୧.ପ୍ରିୟଙ୍କା ଚୈାଧୁରୀ : ଭାରତର ମଧ୍ୟମ ଧରଣର ବ୍ୟାଟସମ୍ୟାନ ସୁରେଶ ରୈନାଙ୍କ ପତ୍ନୀ ପ୍ରିୟଙ୍କା ଚୈାଧୁରୀ ବିଟେକ୍ ପଢ଼ିଛନ୍ତି। ସେ ବିବାହ ପୂର୍ବରୁ ବିଦେଶରେ ଚାକିରୀ କରୁଥିଲେ।

୨.ଆୟେଶା ମୁଖାର୍ଜୀ : ଭାରତୀୟ ବ୍ୟାଟସମ୍ୟାନ୍ ଶିଖର ଧଓ୍ବନଙ୍କ ପତ୍ନୀ ଆୟେଶା ମୁଖାର୍ଜୀ ସ୍ନାତକ କରିଛନ୍ତି। କିନ୍ତୁ ଶିଖର ମାତ୍ର ଦ୍ବାଦଶ ଯାଏଁ ପଢ଼ିଛନ୍ତି।

୩. ସାକ୍ଷୀ ଧୋନି : ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ରାଞ୍ଚି ସ୍କୁଲରେ ପାଠ ପଢ଼ିଛନ୍ତି। ସେ ହୋଟେଲ ମ୍ୟାନେଜମେଣ୍ଟରେ ଗ୍ରାଜୁଏସନ କରିଛନ୍ତି।

୪.ରିତିକା ସଜଦେହ : ହିଟମ୍ୟାନ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ ଗ୍ରାଜୁଏଟ। କିନ୍ତୁ ରୋହିତ +୨ ଯାଏଁ ପଢ଼ିଛନ୍ତି।

୫.ଅନୁଷ୍କା ଶର୍ମା : ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ପୋଷ୍ଟ ଗ୍ରାଜୁଏଟ୍। କିନ୍ତୁ ବିରାଟ ମାତ୍ର +୨ ଯାଏଁ ପଢ଼ିଛନ୍ତି।

   Related Posts