ବହୁତ ପାଠୋଇ ଏହି ୫ଜଣ କ୍ରିକେଟରଙ୍କ ପତ୍ନୀମାନେ : ଜଣେ କରୁଥିଲେ ବିଦେଶରେ ଚାକିରୀ

Published By : Prameya-News7 Bureau | July 16, 2019 IST

୧.ପ୍ରିୟଙ୍କା ଚୈାଧୁରୀ : ଭାରତର ମଧ୍ୟମ ଧରଣର ବ୍ୟାଟସମ୍ୟାନ ସୁରେଶ ରୈନାଙ୍କ ପତ୍ନୀ ପ୍ରିୟଙ୍କା ଚୈାଧୁରୀ ବିଟେକ୍ ପଢ଼ିଛନ୍ତି। ସେ ବିବାହ ପୂର୍ବରୁ ବିଦେଶରେ ଚାକିରୀ କରୁଥିଲେ।

{"id":134276}

୨.ଆୟେଶା ମୁଖାର୍ଜୀ : ଭାରତୀୟ ବ୍ୟାଟସମ୍ୟାନ୍ ଶିଖର ଧଓ୍ବନଙ୍କ ପତ୍ନୀ ଆୟେଶା ମୁଖାର୍ଜୀ ସ୍ନାତକ କରିଛନ୍ତି। କିନ୍ତୁ ଶିଖର ମାତ୍ର ଦ୍ବାଦଶ ଯାଏଁ ପଢ଼ିଛନ୍ତି।

{"id":134277}

୩. ସାକ୍ଷୀ ଧୋନି : ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ରାଞ୍ଚି ସ୍କୁଲରେ ପାଠ ପଢ଼ିଛନ୍ତି। ସେ ହୋଟେଲ ମ୍ୟାନେଜମେଣ୍ଟରେ ଗ୍ରାଜୁଏସନ କରିଛନ୍ତି।

{"id":134278}

୪.ରିତିକା ସଜଦେହ : ହିଟମ୍ୟାନ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ ଗ୍ରାଜୁଏଟ। କିନ୍ତୁ ରୋହିତ +୨ ଯାଏଁ ପଢ଼ିଛନ୍ତି।

{"id":134279}

୫.ଅନୁଷ୍କା ଶର୍ମା : ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ପୋଷ୍ଟ ଗ୍ରାଜୁଏଟ୍। କିନ୍ତୁ ବିରାଟ ମାତ୍ର +୨ ଯାଏଁ ପଢ଼ିଛନ୍ତି।

{"id":134280}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.