Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଆସନ୍ତା ୬ ଦିନ ପରେ ଆରମ୍ଭ ହେବ ଏହି ରାଶି ବ୍ୟକ୍ତିଙ୍କର ଶୁଭ ଦିନ, ମା’ ଲକ୍ଷ୍ମୀଙ୍କର ରହିବ କୃପା ଦୃଷ୍ଟି

3/12/2021 at 7:55 AM

ନୂଆଦିଲ୍ଳୀ 0୩।୧୨ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଶୁକ୍ରଙ୍କର ଏକ ପ୍ରକାରର ବିଶେଷ ସ୍ଥାନ ରହିଛି । ଶୁକ୍ର ଗ୍ରହଙ୍କୁ ସୁଖ, ବୈବାହିକ ସୁଖ, ବିଳାସପୂର୍ଣ୍ଣତା, ଖ୍ୟାତି, କଳା, ପ୍ରତିଭା, ସୌନ୍ଦର୍ଯ୍ୟ, ରୋମାନ୍ସ, ବ୍ୟତୀତ ଅନେକ କାରଣକାରୀ ଗ୍ରହ ବୋଲି କୁହାଯାଏ । ଶୁକ୍ର ଗ୍ରହଙ୍କର ଶୁଭ ହେଲେ ମା ଲକ୍ଷ୍ମୀ ବିଶେଷ ଆଶୀର୍ବାଦ ପାଆନ୍ତି । ଏଥିପାଇଁ ମାଆ ଲକ୍ଷ୍ମୀଙ୍କୁ ଧନର ଦେବି ବୋଲି କୁହାଯାଏ । ମା ଲକ୍ଷ୍ମୀଙ୍କର କୃପାରୁ ବ୍ୟକ୍ତି ଭାଗ୍ୟବାନ ମନେ କରିବେ । ୮  ଡିସେମ୍ବରରୁ ଶୁକ୍ର ଦେବ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିବେ। ମକର ରାଶିରେ ଶୁକ୍ରଙ୍କ ପ୍ରବେଶ କରିବା ସହିତ କିଛି ରାଶିଙ୍କର ଭଲ ଦିନ ଆରମ୍ଭ ହେବ । ତେବେ ଜାଣନ୍ତୁ ଆସନ୍ତା ୬ଦିନ ପରେ କେଉଁ ରାଶିମାନଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ କୃପା ରହିବ ।

ମେଷ ରାଶି-ଶୁକ୍ର ଗ୍ରହଙ୍କ ପ୍ରବେଶ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । କର୍ମକ୍ଷେତ୍ରରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିପାରେ, କିନ୍ତୁ ସଫଳତା ହାସଲ ହେବ । ଏଥି ସହିତ ପାର୍ଟନରଙ୍କ ସାଥୀଙ୍କ ସହିତ ଭଲ ସମୟ ବିତାଇବେ । ଧନ ଲାଭ ହେବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

ବୃଷ ରାଶି-ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ  ବହୁତ ଲାଭଦାୟକ ହେବ। କର୍ମକ୍ଷେତ୍ରରେ ଉଚ୍ଚତା ହାସଲ କରିବେ । ଆୟ ବୃଦ୍ଧି ହେବ। ବୁଲାବୁଲି କରିବାର ପ୍ଲାନିଂ ହୋଇପାରେ । ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ମଧ୍ୟ ପାଇବେ ।

ମିଥୁନ ରାଶି- ତେବେ ଏହି ରାଶିରେ ଶୁକ୍ର ଗ୍ରହର ପ୍ରବେଶ ହେତୁ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଏହି ସମୟ ମାନ-ସମ୍ମାନ ମଧ୍ୟ ବୃଦ୍ଧି ହେବ । ଏହା ସହ ପରିବାର ସହିତ ଭଲ ସମୟ ବିତାଇବେ । ପାର୍ଟନରଙ୍କ ସହିତ ସମ୍ପର୍କ ଭଲ ରହିବ । ଗମନାଗମନ ସମୟରେ ସମସ୍ୟାର ସମାଧାନ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମ୍ ହେବ ଏବଂ କ୍ୟାରିୟରରେ ଅଗ୍ରଗତି ହେବାର ମଧ୍ୟ ସମ୍ଭାବନା ରହିବ ।

କନ୍ୟା ରାଶି-ଏହି ରାଶିରେ ଶୁକ୍ର ଦେବଙ୍କ ପ୍ରବେଶ ହେତୁ ଆପଣଙ୍କ ପାଇଁ ଦିନଟି ଅନୁକୂଳ ହେବାକୁ ଯାଉଛି । ଆପଣଙ୍କ ଦିନଟି ଭଲ ଲାଭଦାୟକ ହୋଇପାରେ । ପାର୍ଟନଙ୍କ ପରାମର୍ଶରୁ ଧନ-ଲାଭର ହାସଲ ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବ ।

   Related Posts