Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ବଲାଙ୍ଗୀର ୭ ବର୍ଷ କୁନି ଶିଶୁ ଭେଙ୍କଟ ରମଣଙ୍କ କମାଲ, ମାଇକ୍ରୋସଫ୍ଟ ଟେକ୍ନୋଲୋଜି ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ

5/01/2021 at 7:39 PM

ବଲାଙ୍ଗୀର ୦୫।୦୧:  ପୁଣି ଥରେ କମାଲ କରି ଦେଖାଇଛନ୍ତି ବଲାଙ୍ଗିରର ଗୁଗୁଲ ବଏ ଭେଙ୍କଟ ରମଣ ପଟ୍ଟନାୟକ ।  ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଏସୋସିଏଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏହି ୭ବର୍ଷର କୁନି ପୁଅ। ଜାଭା, ଏସଟିଏମଏଲ୍ ପ୍ରୋଗ୍ରାମିଙ୍ଗ ପାଇଁ ମାଇକ୍ରୋସଫ୍ଟ ଏହି ପରୀକ୍ଷା କରିଥିବା ବେଳେ ହ୍ବାଇଟ୍ ହାଟ୍ ଜୁନିୟର ୧୬୦ ଅନଲାଇନ୍‌ କୋଡିଂ କ୍ଲାସରେ ସଫଳତା ପାଇଛନ୍ତି ଭେଙ୍କଟ । ଏହି ସଫଳତା ପରେ ବଲାଙ୍ଗିରର ଏହି ଗୁଗୁଲ ବଏଙ୍କୁ ଏକ କାର୍ଯ୍ୟକ୍ରମରେ ଅତିଥି ବକ୍ତା ଭାବେ ନିମନ୍ତ୍ରଣ କରିଛି ଚେନ୍ନାଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି । ଭେଙ୍କଟଙ୍କ ଏଭଳି ସଫଳତାରେ ତାଙ୍କ ପରିବାର ତଥା ବଲାଙ୍ଗିର ସହରବାସୀ ଖୁସି ଜାହିର କରିଛନ୍ତି ।

   Related Posts