Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସର୍ଭେ ବେଳେ ଧରା ପଡିଲା ଗଫଲତି, ଜଣଙ୍କ ନାମରେ ଭେଣ୍ଡିଂ ଜୋନ୍‌ ଦୋକାନ, ଦୋକାନ କରିଛନ୍ତି ଆଉ ଜଣେ

11/11/2019 at 5:15 PM

ଭୁବନେଶ୍ୱର ୧୧।୧୧ – ସ୍ମାର୍ଟସିଟି ଭୁବନେଶ୍ବରରେ  ଛୋଟ ଦୋକାନୀ, ଉଠା ଦୋକାନୀଙ୍କୁ ଥଇଥାନ କରିବାକୁ ଭେଣ୍ଡିଂଜୋନ୍‌ର ବ୍ୟବସ୍ଥା କରାଗଲା । ହେଲେ ଏବେ ଦେଖାଯାଉଛି କେଉଁଠି ଭେଣ୍ଢିଂ ଜୋନ୍‌ରେ ଘର ନେଇଥିବା ବ୍ୟକ୍ତି ଏହାକୁ ଭଡ଼ାରେ ଲଗାଇ ଟଙ୍କା ରୋଜଗାର କରୁଛନ୍ତି ତ ଆଉ କୋଉଠି ୨-୪ଟି ଭେଣ୍ଡିଂ ଜୋନ୍‌ ହାତେଇଥିବା ଲୋକ ଏହାକୁ ଗୋଦାମ କିମ୍ବା ଅଫିସ ଭାବେ ବ୍ୟବହାର କରୁଛନ୍ତି

ଫଳରେ ଅନେକ ଛୋଟ ବେପାରୀ ଭେଣ୍ଡିଂଜୋନ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି । ରାମ ମନ୍ଦିରରୁ ରାମ ମନ୍ଦିର ଯାଏଁ ଭେଣ୍ଡିଂଜୋନ୍‌ରେ ଚାଲିଥିବା ଏଭଳି ଅନିୟମିତତାକୁ ଏବେ ଧରିଛି ବିଏମସି ।

ଭେଣ୍ଡିଂଜୋନ୍‌ ପାଇଥିବା ଲୋକ ଯୋଗ୍ୟ କି ଅଯୋଗ୍ୟ ତା’ର ଗୋଟେ ସର୍ଭେ ଆରମ୍ଭ ହୋଇଛି । ସର୍ଭେ ପରେ କେବଳ ଯୋଗ୍ୟ ଲୋକଙ୍କୁ ନୂଆ କିଓସ୍କ ଦିଆଯିବ ବୋଲି କହିଛି ବିଏମସି ।

   Related Posts