Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ନିର୍ବାଚନରେ ବ୍ୟବହୃତ ଗାଡିର ମିଳିନି ପାଉଣା, ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହେଲେ ଗାଡି ମାଲିକ

30/11/2019 at 4:18 PM

ସୁବର୍ଣ୍ଣପୁର ୩୦।୧୧: ଗତ ସାଧାରଣ ନିର୍ବାଚନରେ ବ୍ୟବହୃତ ହୋଇଥିବା ଗାଡିର ପାଉଣା ମିଳିନଥିବାରୁ ଜିଲ୍ଲା ପ୍ରଶାସନ ପାଖରେ ଫେରାଦ ହୋଇଛନ୍ତି ଗାଡି ମାଲିକ । ଏଭଳି କିଛି ଅଭିଯୋଗ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲାର କିଛି ଗାଡି ମାଲିକ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ନିର୍ବାଚନ ସରିବାର ୭ ମାସ ପୁରି ଯାଇଥିଲେ ବି ଏପର୍ଯନ୍ତ ଗାଡି ମାଲିକମାନଙ୍କୁ ତାଙ୍କର ପ୍ରାପ୍ୟ ମିଳିନି । ହେଲେ ଏପର୍ଯ୍ୟନ୍ତ ପାଉଣା ନମିଳିବାରୁ ଶେଷରେ ଆଜି ଜିଲ୍ଲପାଳଙ୍କ ପାଖରେ ପୁନର୍ବାର ଫେରାଦ ହୋଇଛନ୍ତି କିଛି ଗାଡି ମାଲିକ । ତୁରନ୍ତ ସେମାନଙ୍କ ପାଉଣା ପ୍ରଦାନ କରାନଗଲେ ଆସନ୍ତା ୨ ତାରିଖରେ ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବାକୁ ଧମକ ଦେଇଛନ୍ତି ଗାଡି ମାଲିକମାନେ ।

   Related Posts