ମାଓ ହିଂସା : ରାସ୍ତା କାମରେ ନିୟୋଜିତ ଗାଡି ପୋଡିଦେଲେ ମାଓବାଦୀ

Published By : Prameya-News7 Bureau | July 22, 2020 IST

ମାଲକାନଗିରି ୨୨।୭: ଗାଡି ପୋଡି ଦେଲେ ମାଓବାଦୀ । ମାଲକାନଗିରି ଆନ୍ଧ୍ର ସୀମାନ୍ତରେ ନକ୍ସଲମାନେ ଗତକାଲି ରାତିରେ ହିଂସା କାଣ୍ଡ ଘଟାଇଛନ୍ତି ।

{"id":303969,"sizeSlug":"large"}

ଚେରଲାଜୋନ ଥାନା ଅନ୍ତର୍ଗତ ବୋଟିନିପାଲି ଗାଁରେ ରାସ୍ତା ନିର୍ମାଣ ଚାଲିଥିବା ବେଳେ ଏହାକୁ ବିରୋଧ କରି ମାଓବାଦୀମାନେ ୪ଟି ଗାଡି ପୋଡି ଦେଇଛନ୍ତି । ଯାହା ମଧ୍ୟରେ ରହିଛି ଗୋଟିଏ ରୋଲର, ଗୋଟିଏ ଜେସିବି ଓ ଦୁଇଟି ଟିପ୍ପର ।

{"id":303970,"sizeSlug":"large"}

ଆସନ୍ତା ୨୮ ତାରିଖରୁ ମାଓବାଦୀଙ୍କ ସହିଦ ସପ୍ତାହ ରହିଥିବା ବେଳେ ଏହା ପୂର୍ବରୁ ନକ୍ସଲମାନେ ଏପରି ହିଂସାକାଣ୍ଡ ଘଟାଇବା ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.