Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ମାଓ ହିଂସା : ରାସ୍ତା କାମରେ ନିୟୋଜିତ ଗାଡି ପୋଡିଦେଲେ ମାଓବାଦୀ

22/07/2020 at 12:26 PM

ମାଲକାନଗିରି ୨୨।୭: ଗାଡି ପୋଡି ଦେଲେ ମାଓବାଦୀ । ମାଲକାନଗିରି ଆନ୍ଧ୍ର ସୀମାନ୍ତରେ ନକ୍ସଲମାନେ ଗତକାଲି ରାତିରେ ହିଂସା କାଣ୍ଡ ଘଟାଇଛନ୍ତି ।

ଚେରଲାଜୋନ ଥାନା ଅନ୍ତର୍ଗତ ବୋଟିନିପାଲି ଗାଁରେ ରାସ୍ତା ନିର୍ମାଣ ଚାଲିଥିବା ବେଳେ ଏହାକୁ ବିରୋଧ କରି ମାଓବାଦୀମାନେ ୪ଟି ଗାଡି ପୋଡି ଦେଇଛନ୍ତି । ଯାହା ମଧ୍ୟରେ ରହିଛି ଗୋଟିଏ ରୋଲର, ଗୋଟିଏ ଜେସିବି ଓ ଦୁଇଟି ଟିପ୍ପର ।

ଆସନ୍ତା ୨୮ ତାରିଖରୁ ମାଓବାଦୀଙ୍କ ସହିଦ ସପ୍ତାହ ରହିଥିବା ବେଳେ ଏହା ପୂର୍ବରୁ ନକ୍ସଲମାନେ ଏପରି ହିଂସାକାଣ୍ଡ ଘଟାଇବା ଆରମ୍ଭ କରିଛନ୍ତି ।

   Related Posts