Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ବାତ୍ୟା କାରଣରୁ ବର୍ଷା ଉଜାଡ଼ିଛି ଧାନ ଫସଲ, ବର୍ତ୍ତି ପାରିନାହାନ୍ତି ପରିବା ଚାଷୀ

5/12/2021 at 10:41 PM

ଆଠଗଡ଼, ୦୫/୧୨:  ଲଘୁଚାପ ଅବପାତର ରୂପା ନେବା ପରେ ଏବେ ଅସ୍ତବ୍ୟସ୍ତ ଚାଷୀକୁଳ । ବିଶେଷ କରି ପାରିବା ଫସଲ କଥା ନ କହିଲେ ଭଲ । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଆଠଗଡ଼ ଅଞ୍ଚଳର ପରିବା ଚାଷୀ  । ବିଶେଷ କରି ସ୍ଥାନୀୟ ଅଞ୍ଚଳର ରଘୁନାଥ ପୁର, ଚେରେଇ ପାଟଣା, ସମସରପୁର, ଜଗନ୍ନାଥପୁର ପରି ବିଭିନ୍ନ ଅଞ୍ଚଳର ଚାଷୀମାନେ ବିଭିନ୍ନ ପ୍ରକାରର ପରିବା ଚାଷ କରୁଥିବା ବେଳେ ତାହା ଏବେ ଲଗାଣ ବର୍ଷାରେ ନଷ୍ଟ ହେବା ନିଶ୍ଚିତ ହୋଇଯାଇଛି । ଆଠଗଡ଼ ଅଞ୍ଚଳର ଚାଷୀ ଏବେ ଚାଷକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

   Related Posts