ଭେଜ-ମିଟ୍ ଅର୍ଥାତ ନିରାମିଶାଷୀଙ୍କ ପାଇଁ ମଧ୍ୟ ନେଇପାରିବେ ମାଂସର ବିକଳ୍ପ ... କେମିତି ଜାଣନ୍ତୁ

Published By : Prameya-News7 Bureau | April 03, 2019 IST

ଆପଣ ମାଂସ ଖାଉନାହାଁନ୍ତି ତ ? ଚିନ୍ତିତ ହୁଅନ୍ତୁ ନାହିଁ । ଆପଣ ଖାଇଲେ  ମାଂସ ପରି  ସ୍ଵାଦ ଓ ଭିଟାମିନ ମଧ୍ୟ ପାଇପାରିବେ । ଏହା ମାଂସଠାରୁ ଶହେଗୁଣ ମଧ୍ୟ ଭଲ । କାରଣ ଏହାକୁ ଖାଇଲେ କୋଲେଷ୍ଟୋରେଲ କିମ୍ବା ହାର୍ଟ ଆଟାକ ହେବାର ଆଂଶଙ୍କା ନଥାଏ ।

{"id":99861,"width":573,"height":381}

କଣ ଏହି ନିରାମିଷାଶି ମାଂସ ଜାଣିବା...

ଆପଣ ନିରାମିଷ ମାଂସ ହିସାବରେ ପଣସ କଠାକୁ ବ୍ୟବହାର କରିପାରେବେ । ଏହାକୁ ଯଦି ଆପଣ ରୋଷେଇ କରୁଛନ୍ତି, ତାହେଲେ ଏହାର ସ୍ଵାଦ ଠୁଁ ଭିଟାମିନ ଯାଏଁ କୌଣସି ଗୁଣରେ କମ୍ ନୁହେଁ । ଏଥିରେ ଅଧିକ ପରିମାଣରେ ଫାଇବର ଓ ଭିଟାମିନ ଥାଏ ମାଂସ ପରି ।

{"id":99863}

ମିଟ୍ କିମ୍ବା ରେଡ଼ ମିଟରେ ଅଧିକ ପରିମାଣରେ ଭିଟାମିନ ଥାଏ ସତ କିନ୍ତୁ କୋଲେଷ୍ଟୋରେଲ ଅଧିକ ଥିବାରୁ ହାର୍ଟ ଆଟାକ ଆଶଂକା ରହିଥାଏ । କିନ୍ତୁ ପଣତ କଠାକୁ ଯଦି ନିରାମିଷ ମାଂସ ଭାବରେ ବ୍ୟବହାର କରିବ କିଛି ଅସୁବିଧା ଦେଖା ଦେଇ ନଥାଏ । ଏହା ଗଛରୁ ଉତ୍ପାଦନ ହେଉଥିବା କାରଣରୁ ଏହାର କିଛି ପାର୍ଶ୍ଵ ପ୍ରତିକ୍ରିୟା ନ ଥାଏ ।

{"id":99864}

ପଣସ କଠା ପରି ସୋୟାବିନକୁ ମଧ୍ୟ ନିରାମିଷ ମାଂସଭାବରେ ବ୍ୟବହାର କରିପାରିବେ । ଏଥିରେ ମଧ୍ୟ ପ୍ରଚୁର ପରିମାଣରେ ଭିଟାମିନ ଥିଵା ସହିତ ପାଟିକୁ ମାଂସ ଖାଇବାର ଅନୁଭବ ମିଳିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.