Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଭେଜ-ମିଟ୍ ଅର୍ଥାତ ନିରାମିଶାଷୀଙ୍କ ପାଇଁ ମଧ୍ୟ ନେଇପାରିବେ ମାଂସର ବିକଳ୍ପ … କେମିତି ଜାଣନ୍ତୁ

3/04/2019 at 9:22 PM

ଆପଣ ମାଂସ ଖାଉନାହାଁନ୍ତି ତ ? ଚିନ୍ତିତ ହୁଅନ୍ତୁ ନାହିଁ । ଆପଣ ଖାଇଲେ  ମାଂସ ପରି  ସ୍ଵାଦ ଓ ଭିଟାମିନ ମଧ୍ୟ ପାଇପାରିବେ । ଏହା ମାଂସଠାରୁ ଶହେଗୁଣ ମଧ୍ୟ ଭଲ । କାରଣ ଏହାକୁ ଖାଇଲେ କୋଲେଷ୍ଟୋରେଲ କିମ୍ବା ହାର୍ଟ ଆଟାକ ହେବାର ଆଂଶଙ୍କା ନଥାଏ ।

କଣ ଏହି ନିରାମିଷାଶି ମାଂସ ଜାଣିବା…

ଆପଣ ନିରାମିଷ ମାଂସ ହିସାବରେ ପଣସ କଠାକୁ ବ୍ୟବହାର କରିପାରେବେ । ଏହାକୁ ଯଦି ଆପଣ ରୋଷେଇ କରୁଛନ୍ତି, ତାହେଲେ ଏହାର ସ୍ଵାଦ ଠୁଁ ଭିଟାମିନ ଯାଏଁ କୌଣସି ଗୁଣରେ କମ୍ ନୁହେଁ । ଏଥିରେ ଅଧିକ ପରିମାଣରେ ଫାଇବର ଓ ଭିଟାମିନ ଥାଏ ମାଂସ ପରି ।

ମିଟ୍ କିମ୍ବା ରେଡ଼ ମିଟରେ ଅଧିକ ପରିମାଣରେ ଭିଟାମିନ ଥାଏ ସତ କିନ୍ତୁ କୋଲେଷ୍ଟୋରେଲ ଅଧିକ ଥିବାରୁ ହାର୍ଟ ଆଟାକ ଆଶଂକା ରହିଥାଏ । କିନ୍ତୁ ପଣତ କଠାକୁ ଯଦି ନିରାମିଷ ମାଂସ ଭାବରେ ବ୍ୟବହାର କରିବ କିଛି ଅସୁବିଧା ଦେଖା ଦେଇ ନଥାଏ । ଏହା ଗଛରୁ ଉତ୍ପାଦନ ହେଉଥିବା କାରଣରୁ ଏହାର କିଛି ପାର୍ଶ୍ଵ ପ୍ରତିକ୍ରିୟା ନ ଥାଏ ।

ପଣସ କଠା ପରି ସୋୟାବିନକୁ ମଧ୍ୟ ନିରାମିଷ ମାଂସଭାବରେ ବ୍ୟବହାର କରିପାରିବେ । ଏଥିରେ ମଧ୍ୟ ପ୍ରଚୁର ପରିମାଣରେ ଭିଟାମିନ ଥିଵା ସହିତ ପାଟିକୁ ମାଂସ ଖାଇବାର ଅନୁଭବ ମିଳିପାରିବ ।

   Related Posts