Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ, ସକାଳ ୭ଟାରୁ ରାତି ୯ଟା ଯାଏଁ ପ୍ରବେଶ ଅନୁମତି
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||

ଆରପାରିରେ ‘କୋର୍ଟ’ ଚଳତିତ୍ର ଅଭିନେତା ଭୀରା ସାଥିଦାର, କରୋନାରେ ଥିଲେ ଆକ୍ରାନ୍ତ

13/04/2021 at 3:29 PM

ନୂଆଦିଲ୍ଲୀ ୧୩/୦୪: ଗତ ଏକ ବର୍ଷ ଧରି କରୋନା ତାର କାୟା ବିସ୍ତାର କରି ଚାଲିଛି । ଏପର୍ଯ୍ୟନ୍ତ ଅନେକ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇ ସାରିଲେଣି । ଏବେ ନିକଟରେ ରାଷ୍ଟ୍ରୀୟ ପୁରଷ୍କାର ବିଜେତା ଅଭିନେତା ଭୀରା ସାଥିଦାରଙ୍କ କରୋନାରେ ମୃତ୍ୟୁ ଘଟିଛି । ମଙ୍ଗଳବାର ଦିନ ନାଗପୁରର ଏମ୍ସ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି ।

Actor Veera Sathidar Passes Away: अभिनेता वीरा साथीदार यांचे कोरोना व्हायरस  संसर्गामुळे निधन; 'कोर्ट' चित्रटात साकारली होती दमदार भूमिका | 🎥 LatestLY  मराठी

ଭୀରା ସାଥିଦାରଙ୍କୁ କରୋନା ପଜେଟିଭ୍ ହେବା ପରେ ତାଙ୍କୁ ଗତ ସପ୍ତାହରେ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ତାଙ୍କର ମୃତ୍ୟୁ ସୂଚନା ଫିଲ୍ମ ‘କୋର୍ଟ’ର ନିର୍ଦ୍ଦେଶକ ଚୌତନ୍ୟ ତାହ୍ମାଣେ ମିଡିଆକୁ ଜଣାଇଥିଲେ । ସେ କହିଥିଲେ, ‘ ମୋତେ ତାଙ୍କର ମୃତ୍ୟୁ ଖବର କିଛି ସମୟ ପୂର୍ବରୁ ମିଳିଛି । ଏହା ଶୁଣିବା ପରେ ମୁଁ ସ୍ତବ୍ଧ ଏବଂ ମୁଁ ଏହାକୁ ବିଶ୍ୱାସ କରିପାରୁ ନାହିଁ । ସାଥିଦାର ଜଣେ ଭଲ ମଣିଷ ଥିଲେ ଏବଂ ଫିଲ୍ମ କୋର୍ଟରେ ତାଙ୍କ ସହ କାମ କରିବାକୁ ମୋତେ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଜଣେ ଭାଗ୍ୟଶାଳୀ ଅନୁଭବ କରୁଛି ।’

Court' fame actor Veera Sathidar dies of corona infection 'कोर्ट' फेम  अभिनेता वीरा साथीदार यांचे कोरोना संसर्गामुळे निधन

ଭୀରା ସାଥିଦାରଙ୍କୁ ୨୦୧୫ରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘କୋର୍ଟ’କୁ ରାଷ୍ଟ୍ରୀୟ ପୁରଷ୍କାର ମିଳିଥିଲା । ଫିଲ୍ମଟିକୁ ଭାରତ ଦ୍ୱାରା ଓସ୍କାର ପାଇଁ ନାମାଙ୍କିତ କରାଯାଇଥିଲା ।

   Related Posts