ପ୍ରଥମ ପର୍ଯ୍ୟାୟ ମତଦାନ ପରେ ନବୀନ କହିଲେ ୨୦୧୪ ଅପେକ୍ଷା ବିଜେଡି ଭଲ କରିବ

Published By : Prameya-News7 Bureau | April 11, 2019 IST

ଭୁବନେଶ୍ବର୧୧|୪: ୨୦୧୪ ନିର୍ବାଚନ ଅପେକ୍ଷା ଚଳିତ ଥର ବିଜେଡି ଆହୁରି ଭଲ କରିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏଭଳି ପ୍ରତିକ୍ରୀୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥର ମତଦାନ ହାର ଭଲ ହୋଇଥିବାରୁ ମଧ୍ୟ ସେ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଓ ଏହା ଅନ୍ତର୍ଗତ୨୮ ବିଧାନସଭା ଲାଗି ମତଗ୍ରହଣ ସରିଛି । କାଁ ଭାଁ କେତୋଟି ଅସୁବିଧାକୁ ଛାଡିଦେଲେ ମତଦାନ ସମ୍ପୂର୍ଣ୍ମ ଶାନ୍ତିପୂର୍ଣ୍ଣ ରହିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.