ଆପଣଙ୍କ ସ୍ତ୍ରୀ ଗର୍ଭବତୀ ଅଛି କି ? ଭଲ ପିଲାଟିଏ ଜନ୍ମଦେବା ପାଇଁ ଧ୍ୟାନ ରଖନ୍ତୁ ଏହିସବୁ କଥାପ୍ରତି...

Published By : Prameya-News7 Bureau | April 03, 2019 IST

ବିବାହ ପରେ ପିଲାଟିଏ ଜନ୍ମ କରିବା ଥାଏ ..ସମସ୍ତଙ୍କର ଲକ୍ଷ୍ୟ ।  ପିଲାଟିଏ ଜନ୍ମ ହେଲେ ସାଂସାରିକ ଜୀବନ ପରିପୂର୍ଣ୍ଣ ହେବା ସହିତ ପରିବାର ଭିତରେ ଖେଳିଯାଇଥାଏ  ଖୁସିର ମାହୋଲ  । କିନ୍ତୁ ସୁନ୍ଦର-ସ୍ଵାସ୍ଥ୍ୟବାନ ପିଲାଟିଏ ଜନ୍ମ ହେବାକୁ ଉଭୟ ମାଆ-ବାପାମାନେ ଧ୍ୟାନ ଦେବା ଦରକାର ।

{"id":99822}

ଭଲ ପିଲାଟିଏ ଜନ୍ମ ଦେବାକୁ  ବାସ୍ତୁର ମଧ୍ୟ କିଛି ରହିଛି ପ୍ରଭାବ । ଜାଣିରଖିବା ଦରକାର କଣ ଏହି ବାସ୍ତୁର ନିୟମ ।

{"id":99823}

ଗର୍ଭବତୀ ଥିବା ମହିଳାଙ୍କ ବେଡ଼ରୁମରେ ରଖନ୍ତୁ ଏହି ଏହି ଜିନିଷ....

ମୟୁରପୁଚ୍ଛ ରଖିବାକୁ ଭୁଲନ୍ତୁ ନାହିଁ , ଏହା ଶ୍ରୀକୃଷ୍ଣଂକ ପ୍ରିୟ ହୋଇଥିବା କାରଣରୁ ଜନ୍ମହେବା ପିଲାଟି ଭଲ ସ୍ଵଭାବର ହୋଇ ଜନ୍ମହେବ ।

{"id":99824}

ମହିଳାଙ୍କ ବେଡ଼ରୁମରେ ମାତା ଯୋଶୋଦା କିମ୍ବା କୃଷ୍ଣଙ୍କର ଫଟୋ ଲଗାନ୍ତୁ, ସକାଳେ ଉଠି ଗର୍ଭବତୀ ମହିଳା ମୁହଁ ଚାହିଁଲେ ଭଲ ।

ଗୋଲାପି ରଂଗ ଆନନ୍ଦର ପ୍ରତୀକ । କୌଣସି ଫଟୋ ଗୋଲାପି ରଂଗରେ ବେଡ଼ରୁମରେ ଲଗାନ୍ତୁ ।

ହସହସ ମୁହଁରେ ଥିବା ଛୋଟ ପିଲାର ଫଟୋ ବେଡ଼ରୁମରେ ରଖନ୍ତୁ ।

{"id":99825}

ତମ୍ବା ଧାତୁର ପାତ୍ର ଗର୍ଭବତୀ ମହିଳାଙ୍କ ବେଡ଼ରୁମରେ ରଖିଲେ ନେଗେଟିଭ ଶକ୍ତି ପ୍ରଭାବିତ କରିପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.