Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆପଣଙ୍କ ସ୍ତ୍ରୀ ଗର୍ଭବତୀ ଅଛି କି ? ଭଲ ପିଲାଟିଏ ଜନ୍ମଦେବା ପାଇଁ ଧ୍ୟାନ ରଖନ୍ତୁ ଏହିସବୁ କଥାପ୍ରତି…

3/04/2019 at 8:10 PM

ବିବାହ ପରେ ପିଲାଟିଏ ଜନ୍ମ କରିବା ଥାଏ ..ସମସ୍ତଙ୍କର ଲକ୍ଷ୍ୟ ।  ପିଲାଟିଏ ଜନ୍ମ ହେଲେ ସାଂସାରିକ ଜୀବନ ପରିପୂର୍ଣ୍ଣ ହେବା ସହିତ ପରିବାର ଭିତରେ ଖେଳିଯାଇଥାଏ  ଖୁସିର ମାହୋଲ  । କିନ୍ତୁ ସୁନ୍ଦର-ସ୍ଵାସ୍ଥ୍ୟବାନ ପିଲାଟିଏ ଜନ୍ମ ହେବାକୁ ଉଭୟ ମାଆ-ବାପାମାନେ ଧ୍ୟାନ ଦେବା ଦରକାର ।

ଭଲ ପିଲାଟିଏ ଜନ୍ମ ଦେବାକୁ  ବାସ୍ତୁର ମଧ୍ୟ କିଛି ରହିଛି ପ୍ରଭାବ । ଜାଣିରଖିବା ଦରକାର କଣ ଏହି ବାସ୍ତୁର ନିୟମ ।

ଗର୍ଭବତୀ ଥିବା ମହିଳାଙ୍କ ବେଡ଼ରୁମରେ ରଖନ୍ତୁ ଏହି ଏହି ଜିନିଷ….

ମୟୁରପୁଚ୍ଛ ରଖିବାକୁ ଭୁଲନ୍ତୁ ନାହିଁ , ଏହା ଶ୍ରୀକୃଷ୍ଣଂକ ପ୍ରିୟ ହୋଇଥିବା କାରଣରୁ ଜନ୍ମହେବା ପିଲାଟି ଭଲ ସ୍ଵଭାବର ହୋଇ ଜନ୍ମହେବ ।

ମହିଳାଙ୍କ ବେଡ଼ରୁମରେ ମାତା ଯୋଶୋଦା କିମ୍ବା କୃଷ୍ଣଙ୍କର ଫଟୋ ଲଗାନ୍ତୁ, ସକାଳେ ଉଠି ଗର୍ଭବତୀ ମହିଳା ମୁହଁ ଚାହିଁଲେ ଭଲ ।

ଗୋଲାପି ରଂଗ ଆନନ୍ଦର ପ୍ରତୀକ । କୌଣସି ଫଟୋ ଗୋଲାପି ରଂଗରେ ବେଡ଼ରୁମରେ ଲଗାନ୍ତୁ ।

ହସହସ ମୁହଁରେ ଥିବା ଛୋଟ ପିଲାର ଫଟୋ ବେଡ଼ରୁମରେ ରଖନ୍ତୁ ।

ତମ୍ବା ଧାତୁର ପାତ୍ର ଗର୍ଭବତୀ ମହିଳାଙ୍କ ବେଡ଼ରୁମରେ ରଖିଲେ ନେଗେଟିଭ ଶକ୍ତି ପ୍ରଭାବିତ କରିପାରିବ ନାହିଁ ।

   Related Posts