Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଘରର ସୁଖ-ସମୃଦ୍ଧି ବୃଦ୍ଧି ପାଇଁ ସହଜ ବାସ୍ତୁ ଟିପ୍ସ : ଏହି ସବୁ ପୂଜା ସାମଗ୍ରୀ ଦ୍ବାରା ବଢ଼ାନ୍ତୁ ଆପଣଙ୍କ ଘରର ସକରାତ୍ମକତା

14/04/2020 at 12:06 PM

ଯେଉଁ ଘର ଅପରିଷ୍କାର ହୋଇଥାଏ,ପରିଷ୍କାର-ପରିଚ୍ଛନ୍ନତା ଉପରେ ଧ୍ୟାନ ରଖାଯାଇନଥାଏ ସେଠାରେ ବାସ୍ତୁଦୋଷ ବଢ଼ିଥାଏ। ବାସ୍ତୁଦୋଷ ଯୋଗୁଁ ଘରେ ରହୁଥିବା ଲୋକଙ୍କ ବିଚାରରେ ନକରାତ୍ମକତା ଅଧିକ ରହିଥାଏ। ନକରାତ୍ମକ ବିଚାର ଯୋଗୁଁ କାର୍ଯ୍ୟରେ ସଫଳତା ମିଳିପାରିନଥାଏ ଏବଂ ମାନସିକ ଦୁଶ୍ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବାସ୍ତୁଦୋଷ ଦୂର କରିବା ପାଇଁ ଘରେ ପ୍ରତିଦିନ କର୍ପୂର,ଦେଶୀ ଘିଅ,ଚନ୍ଦନ,ଝୁଣା ଏବଂ ଗୁଗ୍ଗଳର ଧୂଆଁ କରିବା ଉଚିତ୍।

ଘରର ନକରାତ୍ମକ ଉର୍ଜାକୁ ନଷ୍ଟ କରିବା ପାଇଁ ପ୍ରତିଦିନ ଘରେ ୫ଟି ପବିତ୍ର ଜିନିଷର ଧୂଆଁ କିଛି ସମୟ ପାଇଁ ଦେବା ଉଚିତ୍। ଏହି ୫ଟି ଜିନିଷ ହେଉଛି କର୍ପୂର,ଦେଶୀ ଘିଅ,ଚନ୍ଦନ,ଝୁଣା ଏବଂ ଗୁଗ୍ଗଳ। ଗାଈର ଗୋବରରୁ ପ୍ରସ୍ତୁତ ଏକ କଣ୍ଡା ଜଳାନ୍ତୁ ଏବଂ ଯେତେବେଳେ ଏଥିରୁ ଧୂଆଁ ବାହାରିବା ବନ୍ଦ ହୋଇଯିବ ସେତେବେଳେ ଏହି ୫ଟି ଜିନିଷ କଣ୍ଡାର ଅଙ୍ଗାରରେ ପକାଇ ଦିଅନ୍ତୁ। ଏହାପରେ ସାବଧାନତା ସହକାରେ ଧୂଆଁକୁ ସବୁ ଘରେ ଦିଅନ୍ତୁ। ଏହିପରି ଧୂପ ଦେବା ଦ୍ବାରା ଘରେ ଦେବୀ-ଦେବତାଙ୍କ କୃପା ମଧ୍ୟ ମିଳିପାରେ।

ଏହି ୫ଟି ଜିନିଷ ଅତ୍ୟନ୍ତ ପବିତ୍ର ହୋଇଥାଏ ଏବଂ ଏଥିରୁ ବାହାରୁଥିବା ଧୂଆଁ ଘରର ବାତାବରଣକୁ ପବିତ୍ର କରିଥାଏ। ସୂକ୍ଷ୍ମ ଜୀବାଣୁ ନଷ୍ଟ ହୋଇଥାଏ ଏବଂ ବାସ୍ତୁ ଦୋଷର ପ୍ରଭାବ ନଷ୍ଟ ହୋଇଥାଏ। ସକରାତ୍ମକ ଶକ୍ତି ବଢ଼ିଥାଏ। ଏହାର ଧୂଆଁ ଦ୍ବାରା ଘରର ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ। ଏହି ୫ଟି ଜିନିଷ ବଜାରରେ ସହଜରେ ମିଳିଥାଏ।

   Related Posts