Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସୁନ୍ଦର, ବିଶ୍ବସ୍ଥ ଏବଂ ନିଚ୍ଛକ ଭଲ ପାଉଥିବା ଜୀବନସାଥୀଟିଏ ଚାହୁଁଛନ୍ତି କି? ଏହି ୧୦ଟି ବାସ୍ତୁ ନିୟମ ମାନନ୍ତୁ ଓ ଫଳ ପାଆନ୍ତୁ

28/11/2018 at 7:46 PM

ନିଚ୍ଛକ ପ୍ରେମ ପାଇବା କେବେ ବି ଏକ ସହଜ କାମ ନୁହେଁ । ଯେଉଁମାନେ ଏ ଯାଏଁ ପ୍ରେମରେ ପଡିନାହାନ୍ତି ବା ଏକା ଅଛନ୍ତି ସେମାନଙ୍କ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ନୂଆ ଆଶା ଏବଂ ଅଜଣା ଭୟରେ କଟେ । ସଚ୍ଚା ପ୍ରେମ ଖୋଜି ପାଇବାର ଆଶା ଯେତିକି ଆମୋଦିତ କରେ ତାଠାରୁ ଅଧିକ ଆଶଙ୍କା ସୃଷ୍ଟି କରେ ବିଶ୍ବସ୍ଥ ଜୀବନ ସାଥୀଟିଏ ପାଇବା ନେଇ ।

ତେବେ ଆପଣ ଜାଣିଛନ୍ତି ବିଶ୍ବସ୍ଥ ଏବଂ ସଚ୍ଚା ପ୍ରମିକଟିଏ, ପ୍ରେମିକାଟିଏ ବା ଜୀବନ ସାଥୀଟିଏ ପାଇବା କ୍ଷେତ୍ରରେ ବାସ୍ତୁଶାସ୍ତ୍ରର ଏକ ଅଦ୍ଭୁଦ ଏବଂ ଅଲୌକିକ ଭୂମିକା ରହିଛି । ବାସ୍ତୁଶାସ୍ତ୍ରର ଏକ ଅଦ୍ଭୁଦ ଏବଂ ଅଲୌକିକ ଭୂମିକା ରହିଛି । ବାସ୍ତୁ ଆପଣଙ୍କ ଜୀବନକୁ ଆନନ୍ଦମୟ ଏବଂ ପ୍ରମପୂର୍ଣ୍ଣ କରିପାରେ ।

  • ଏଥିପାଇଁ ଆପଣଙ୍କୁ ନିମ୍ନୋକ୍ତ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ ।
  • ଘରର ଦକ୍ଷିଣ ପଶ୍ଚିମ ଦିଗରେ କୌଣସି ମତେ ଶୌଚାଳୟ ବା ରୋଷେଇ ଘର ରଖିବେ ନାହିଁ ।
  • ଘରର ଦକ୍ଷିଣ-ପଶ୍ଚିମ ପଟର କାନ୍ଥକୁ କେବେବି ନାଲି ରଙ୍ଗ କରନ୍ତୁ ନାହିଁ ।
  • ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଗୋଟିଏ sଜୋଡି ଲଭ୍ ବାର୍ଡ ରଖନ୍ତୁ ।
  • ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ନୀଳ ରଙ୍ଗ ରଖନ୍ତୁ ନାହିଁ । ପ୍ରେମକୁ ବଢାଇବା ପାଇଁ ଏହା ଜରୁରୀ ।

  • ସମ୍ପର୍କରେ ସଚେତନତା ଆଣିବା ପାଇଁ ଘରର ପୂର୍ବ-ଦକ୍ଷିଣ ପୂର୍ବ ଦିଗକୁ ପରିଷ୍କାର ରଖନ୍ତୁ ।
  • ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ଶେୈଇବା ଘର ନରଖିବା ଭଲ । ଏହି ଦିଗରେ ମିକ୍ସଚର ଗ୍ରାଇଣ୍ଡର ରଖନ୍ତୁ ।
  • ଆପଣ ଯାହାକୁ ଭଲ ପାଇଛନ୍ତି ତାଙ୍କ ଫଟୋ ଘରର ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ ।
  • ପ୍ରେମପତ୍ର ଗୁଡିକୁ ମଧ୍ୟ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ରଖନ୍ତୁ ।
  • ଘରକୁ ବାଧାହୀନ କରି ରଖନ୍ତୁ ।
  • ଦକ୍ଷିଣପଟରେ ଶୋଇବା ଘର ରଖନ୍ତୁ । ଆପଣଙ୍କ ପ୍ରେମ ଜୀବନ ସବୁ ଦୃଷ୍ଟିରୁ ସମୃଦ୍ଧ ରହିବ ।

   Related Posts