Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କେଉଁଦିଗକୁ ମୁହଁକରି ଆପଣଙ୍କ ଧର୍ମପତ୍ନୀ ତିଆରି କରୁଛନ୍ତି ଖାଦ୍ୟ, ଜାଣିରଖନ୍ତୁ ନ ହେଲେ ପଡ଼ିବେ କ୍ଷତିରେ

3/02/2019 at 4:58 PM

ବାସ୍ତୁଶାସ୍ତ୍ର ଅନୁସାରେ ଘରର ରୋଷେଇ ଘର ବି ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଯଦି ଆପଣଙ୍କ ରୋଷେଇ ଘରର ବାସ୍ତୁ ଠିକ ନାହିଁ, ଅନେକ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ଜାଣିରଖନ୍ତୁ କେଉଁ ଦିଗକୁ ମୁହଁ କରି ରୋଷେଇ କଲେ ,କଣ ରହିବା ସୁବିଧା କିମ୍ବା ଅସୁବିଧା ।

ଆପଣଙ୍କ ରୋଷେଇ ଘର ଏପରି ଭାବରେ ତିଆରି କରନ୍ତୁ, ଯାହା ରୋଷେଇ କଲାବେଳେ  ସେହି ଦିଗକୁ ମୁହଁକରି କରନ୍ତୁ । ଆପଣ ନିଶ୍ଚୟ ହେବେ ଭାଗ୍ୟଶାଳୀ ।

ଆପଣ ପୂର୍ବଦିଗକୁ ମୁହଁ କରି କରନ୍ତୁ ରୋଷେଇ । ଏହାଦ୍ଵାରା ଆପଣଙ୍କର କୌଣସି ଅସୁବିଧା ରହିବ ନାହିଁ । ଉତ୍ତର, ପଶ୍ଚିମ କିମ୍ବା ଦକ୍ଷିଣ ଦିଗକୁ ଆଦୌ ମୁହଁକରି ରୋଷେଇ କରନ୍ତୁ ନାହିଁ ।

ଯଦି ଘରେ ଉତ୍ତରଦିଗକୁ ମୁହଁକରି ରୋଷେଇ କରନ୍ତୁ ନାହିଁ, ତାହେଲେ ଆପଣଙ୍କ ବ୍ୟବସାୟର କ୍ଷତି ନିଶ୍ଚୟ ହେବ ।

ଦକ୍ଷିଣ ପଶ୍ଚିମ ଦିଗକୁ ମୁହଁକରି ରୋଷେଇ କଲେ ପରିବାର ମଧ୍ୟରେ ଝଗଡ଼ା ହେବାର ସମ୍ଭାବନା ଥାଏ ।

ପଶ୍ଚିମଦିଗକୁ ମୁହଁକରି ରୋଷେଇକଲେ ହାଡ଼ କିମ୍ବା ଚର୍ମ ରୋଗ ଦେଖାଯାଇଥାଏ ।

ଦକ୍ଷିଣଦିଗକୁ ମୁହଁକରି ରୋଷେଇ କଲେ ମହିଳାମାନେ ଲଗାତର ରୋଗରେ ପଡ଼ିଥାନ୍ତି ।

ଉତ୍ତର ପଶ୍ଚିମ ଦିଗକୁ ମୁହଁକରି ରୋଷେଇ କଲେ ନକରାତ୍ମକ ଶକ୍ତି ସ୍ଵାସ୍ଥ୍ୟ ଉୋରେ ବହୁତ ପ୍ରଭାବ ପକାଇଥାଏ ।

   Related Posts