Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଘରର ଶାନ୍ତି, ଅଫିସରେ ଉନ୍ନତି ଓ ବ୍ୟବସାୟର ସ୍ଥିତି ବଦଳାଇବା ପାଇଁ କରନ୍ତୁ ଏହି ବାସ୍ତୁ ବିଚାର.. ବଦଳିଯିବ ଆପଣଙ୍କ ଭବିଷ୍ୟତ

29/01/2019 at 8:54 PM

ମଣିଷ ମାନସିକ ଭାବରେ କିଛି ନା କିଛି କଥାକୁ ନେଇ ସବୁବେଳେ ଟେନସନ ଥାଏ ।  ବ୍ୟକ୍ତିଗତ ଜୀବନରେ ହେଉ କିମ୍ବା ଅଫିସ କି ବ୍ୟବସାୟରେ ହେଉ, ସବୁଥିରେ ଟେନସନ୍ ଲାଗି ରହିଥାଏ । ହେଲେ ଏହି ଟେନସନରୁ ମୁକ୍ତି ପାଇଁ ଆମକୁ ଏହିସବୁ ପ୍ରତିକାର କରିବାକୁ ପଡ଼ିବ । ବାସ୍ତୁଶାସ୍ତ୍ରରେ ରହିଛି ବିଭିନ୍ନ ପ୍ରତିକାର, ଜାଣିଲେ ହୋଇପାରିବ ସବୁ ସମସ୍ୟାର ସମାଧାନ ।

ଆଜି ଆମେ ଜାଣିବା ସେମିତି ଏକ ବାସ୍ତୁ ବିଚାର ଯାହା ଘର ଠାରୁ ବାହାର ଯାଏଁ ଆସୁଥିବା ଟେନସନକୁ ଦୂରେଇପାରିବ ।

ପେଙ୍ଗସୁଇ ଅନୁସାରେ ଯଦି ଘରେ ଲାଲକନାରେ ବାନ୍ଧି ମୁଦ୍ରାକୁ ରଖନ୍ତି, ତାହେଲେ ଦୂରେଇ ପାରିବ ଯେତେସବୁ ଅସୁବିଧା ।

ପେଙ୍ଗସୁଇରେ ଲାଲରିବନ ବନ୍ଧା ମୁଦ୍ରାକୁ ଯଦି ଘରେ ରଖାଯାଏ , ତାହେଲେ ନକରାତ୍ମକ ଶକ୍ତିର ପ୍ରବେଶ ଘର ଭିତରକୁ ରହିବ ନାହିଁ ।

ଯଦି କୌଣସି କାମର ସଫଳତା ପାଇବାକୁ ଚାହୁଁଛନ୍ତି, ତା ହେଲେ ମେନଗେଟର ଭିତରପଟୁ ରିବନରେ ବାନ୍ଧି ମୁଦ୍ରାକୁ ଝୁଲାଇ ଦିଅନ୍ତୁ , ତା ହେଲେ ଦେଖିବେ ସଫଳତା ଛାଏଁ ଆସିଯିବ ।

ଯଦି ବ୍ୟବସାୟର ଉନ୍ନତି କିମ୍ବା ଅଫିସର ଅଗ୍ରଗତି ଚାହୁଁଥାନ୍ତି, ତାହେଲେ ଦୁଆର ମୁହଁରେ ତିନୋଟି ମୁଦ୍ରାକୁ ଲାଲସୂତାରେ ବାନ୍ଧି ଝୁଲାଇ ଦିଅନ୍ତୁ, ସବୁ ଠିକଠାକ ହୋଇଯିବ ।

ବେଡ଼ରୁମର ଦକ୍ଷିଣଦିଗରେ ୩ଟି ମୁଦ୍ରାକୁ ଲାଲସୂତାରେ ବାନ୍ଧି ଝୁଲାଇଦେଲେ ମଧ୍ୟ ପାରିବାରିକ ବିଶୃଙ୍ଖଳା ଦେଖାଯିବ ନାହିଁ ।

ଏହିସବୁ ବାସ୍ତୁବିଚାର ନିଜ ଅଫିସ ,ବ୍ୟବସାୟ କିମ୍ବା ଘରେ କରନ୍ତୁ, ହୋଇଯିବ ସବୁ ସମାଧାନ ।

   Related Posts