Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଆପଣଙ୍କ ଘରେ ଲାଗିଛି କି କଳା ରଂଗର ଗେଟ୍ ? ହେଇଯାଆନ୍ତୁ ସତର୍କ..ପଡ଼ିପାରେ ଏହି ବିପଦ

30/03/2019 at 8:54 PM

ଆପଣ ଯେତେ ଐଶ୍ଵର୍ଯ୍ୟର ଅଧିକାରୀ ହୁଅନ୍ତୁ ପଛେ ମାନିବାକୁ ପଡ଼ିବ ପ୍ରଚଳିତ ହେଉଥିବା ବିଧିବିଧାନ । ପୂର୍ବରୁ ବାସ୍ତୁ, ଜ୍ୟୋତିଷଶାସ୍ତ୍ରକୁ ଯେମିତି ଗୁରୁତ୍ବ ଦେଉଥିଲେ ଆଜି ବି ସେମିତି ଦେଉଛନ୍ତି ଗୁରୁତ୍ଵ । କାରଣ ଆମର ସମସ୍ତ ଭଲମନ୍ଦ ବାସ୍ତୁ ଉପରେ ନିର୍ଭର କରେ ।

ଆପଣ ଘର କରିଛନ୍ତି ମାନେ ସୁଖ ଅଛି.. ଦୁଃଖ ବି ଅଛି । କିନ୍ତୁ ବାସ୍ତୁ ନିୟମ  ମାନିଲେ ଆମ ଉପରେ ପଡ଼ିବାକୁ ଯାଉଥିବା ଖରାପ ପ୍ରଭାବ ନିଶ୍ଚୟ ଅପସରି ଯିବ ।

ଆପଣଙ୍କ ମେନ ଗେଟରେ କଳା ରଂଗ ଦେଇଛନ୍ତି କି ? ତାହେଲେ ସମୟ ସୁବିଧା ଦେଖି ରଂଗ ବଦଳାଇ ଦିଅନ୍ତୁ ।

କଳାରଙ୍ଗ ମେନ ଗେଟରେ ଥିଲେ ଘରର ମୁରବୀଙ୍କ ମାନହାନୀ ,ଶରୀପୀଡ଼ା , ମାଲି ମକଦ୍ଦମା ବି ଲାଗିବାର ସମ୍ଭାବନା ଅଛି ।  ମାଲି ମକଦ୍ଦମା ଅଛି ତାହା ବି ଅନେକ ଦିନ ପର୍ଯ୍ୟନ୍ତ ଗୋଳମାଳିଆ ପରିସ୍ଥିତି ହୋଇ ରହିବ ।

ଘରେ ଯେତେ ରୋଜଗାର କଲେ ମଧ୍ୟ ଆପଣଙ୍କୁ ଜମା ଅଣ୍ଟିବ ନାହିଁ । କିମ୍ବା ଆପଣଙ୍କର କୌଣସି ସଂଚୟ ରହିବ ନାହିଁ । ଆପଣ ଘରେ କଳାରଂଗର ମେନ ଗେଟ ଅଛିମାନେ ଆପଣଙ୍କର ରୋଜଗାର ପାଣି ପରି ଖର୍ଚ୍ଚ ହୋଇଯିବ ।

କଳାରଙ୍ଗର ଗେଟ ଅଛିମାନେ ପରିବାରର ମାନ ମନାନ୍ତର ନିହାତି ରହିବ । ଭୁଲ ବୁଝାବଣା ମଧ୍ୟ ରହିବ । ଏହିସବୁ କାରଣରୁ କଳାରଙ୍ଗର ଗେଟର ରଙ୍ଗ ବଦଳାଇ ଦିଅନ୍ତୁ । ଯଦି ପରିବାରର ଶାନ୍ତି ଚାହୁଁଛନ୍ତି କରନ୍ତୁ ଏହିକାମ ..ନହେଲେ ସମୟ ଆସିବ.. ଆପଣ ପ୍ରସ୍ତେଇବେ ।

   Related Posts