Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପାନୀୟ ଏବଂ ସ୍ନାନ ଯୋଗ୍ୟ ନାହିଁ ଗଙ୍ଗା ପାଣି, ବିଶେଷଜ୍ଞ କହିବେ କେମିତି ହେଲା ବିଷାକ୍ତ

9/06/2021 at 9:22 AM

ୟୁପି ୯/୬: ବାରାଣାସୀର ଗଙ୍ଗା ଘାଟରେ ଥିବା ସବୁଜ ଜଳ କିମ୍ବା ବଢୁଥିବା ସବୁଜ ଗଛ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି କାରଣରୁ ଜିଲ୍ଲା ମାଜିଷ୍ଟ୍ରେଟ୍ ପୋଲିସ୍-ପ୍ରଶାସନ, ପ୍ରଦୂଷଣ ବୋର୍ଡ ଏବଂ ଗଙ୍ଗା ପ୍ରଦୂଷଣ ଅଧିକାରୀ ମାନେ ମିଶି ୫ ଜଣିଆ ଟିମ୍ ଗଠନ କରିଛନ୍ତି । ଯେଉାମାନେ କି ୩ ଦିନ ମଧ୍ୟରେ ସେମାନଙ୍କୁ ରିପୋର୍ଟ କରିବେ । ମଙ୍ଗଳବାର ଉକ୍ତ ଟିମ୍ ଗଙ୍ଗା ଘାଟରେ ପହଞ୍ଚି ଯାଞ୍ଚ କରିଥିଲେ ।

ଟିମ ପ୍ରଥମ ଦିନରେ ଯେତେବେଳେ ଲୋକମାନେ ଗଙ୍ଗାର ସବୁଜ ଜଳର ନମୁନା ନେବାକୁ ଆସିଥିଲେ ସେତେବେଳେ ପରୀକ୍ଷଣ ଆରମ୍ଭ କରିଥିଲେ । ପାଞ୍ଚ ଜଣିଆ ସଦସ୍ୟ ବିଶିଷ୍ଟ ଦଳ ଗଙ୍ଗା ଘାଟରେ ପହଞ୍ଚି ଏସବୁର କାରଣ ଉତ୍ପତ୍ତି, ଉତ୍ସ ଖୋଜିଥିଲେ । ଗଙ୍ଗା ନଦୀ ମଧ୍ୟଭାଗକୁ ଯାଇ ଅଧିକାରୀମାନେ ଯାଞ୍ଚ କରିଛନ୍ତି । ବାରାଣାସୀର ୮୪ ଘାଟରେ ସବୁଜ ଗଛ ବଢିବା ସହ ସମସ୍ୟା ସୃଷ୍ଟି କରିଛି । ଯାହାକି ବିଷାକ୍ତ ହେବାର ପ୍ରମୁଖ କାରଣ ପାଲଟିଛି ।

ଏମିତି ପ୍ରଥମେ କିଛି ଦିନ ହେବା ପରେ ସ୍ଥାନୀୟ ଲୋକେ ପ୍ରଶାସନର ଦୃଷ୍ଟି ଆକ୍ରଷଣ କରିଥିଲେ। ହେଲେ ପ୍ରଶାସନ ଏହାକୁ ହାଲକା ଭାବେ ନେଇଥିଲା । କିନ୍ତୁ ବର୍ତ୍ତମାନ ଏଥିରୁ ମୁକ୍ତି ପାଇବା ପାଇଁ ବାରାଣାସୀ ପ୍ରଶାସନକୁ ଏହାକୁ ଗୁରୁତର ନେବା ସହ ପଦକ୍ଷେପ ନେବାକୁ ଯାଉଛି । ଏହି ପର୍ଯ୍ୟାୟରେ, ଜିଲ୍ଲା ମାଜିଷ୍ଟ୍ରେଟ୍ କୌଶଲ ରାଜ ଶର୍ମାଙ୍କ ଦ୍ୱାରା ଗଠିତ ଏକ ୫ ଜଣିଆ ଟିମ୍ ଗଙ୍ଗା ଘାଟକୁ ଯାଇ ଯାଞ୍ଚ କରିବା ସହ ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବେ ।

   Related Posts