ତାଲା ଭାଙ୍ଗି କଂଗ୍ରେସ ଭବନରେ ପଶିଲେ କିଛି ଯୁବକ, ବ୍ୟାପକ ଭଙ୍ଗାରୁଜା

Published By : Prameya-News7 Bureau | October 13, 2021 IST

ଭୁବନେଶ୍ବର ୧୩।୧୦: ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା । ଯୁବ କଂଗ୍ରେସ ଅଫିସ୍ ତାଲା ଭାଙ୍ଗି କିଛି ଯୁବକ ଅଫିସ୍ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ବୁଧବାର ସକାଳ ୬ଟା ବେଳେ ଏଭଳି ଘଟଣା ଘଟିଥିବା ଜଣାପଡୁଛି । କଂଗ୍ରେସ ଭବନ ଭିତରେ ଯୁବ କଂଗ୍ରେସ କୋଠରୀ ଥିବାବେଳେ କିଭଳି କେଉଁ ସ୍ଥିତିରେ କେଉଁମାନେ ଏଭଳି କାଣ୍ଡ ଘଟାଇଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

{"id":526500,"width":753,"height":414,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.