Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ, ବାପା ପୁଅ ମୃତ

24/05/2018 at 6:55 AM

ବାଲେଶ୍ବର-ଚାନ୍ଦିପୁର ରାସ୍ତା ନୂଆ ନଈଘାଟ ନିକଟରେ ଦୁର୍ଘଟଣା
ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ
ଦୁର୍ଘଟଣାରେ ବାପା ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି
ଗୁରୁତରଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
କୁଲାଡିକୁ ଇଟା ନେବାକୁ ଆସୁଥିବା ବେଳେ ଦୁର୍ଘଟଣା

Leave a Reply

   Related Posts