ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ, ବାପା ପୁଅ ମୃତ

Published By : Prameya-News7 Bureau | May 24, 2018 IST

ବାଲେଶ୍ବର-ଚାନ୍ଦିପୁର ରାସ୍ତା ନୂଆ ନଈଘାଟ ନିକଟରେ ଦୁର୍ଘଟଣା ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ ଦୁର୍ଘଟଣାରେ ବାପା ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି ଗୁରୁତରଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କୁଲାଡିକୁ ଇଟା ନେବାକୁ ଆସୁଥିବା ବେଳେ ଦୁର୍ଘଟଣା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.