Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଭାଲେଣ୍ଟାଇନ୍‌ ଡେରେ ଏପରି କଟିବ ଆପଣଙ୍କ ଦିନ- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

13/02/2020 at 3:52 PM

ମେଷ– ମନ ଉତ୍ସାହିତରହିବ । ଅଫିସରେ କୌଣସି ସହଯୋଗୀଙ୍କ ସହିତ ଭଲ ପରିଚୟ ରହିବ ।କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ ।ଶୁଭ ରଙ୍ଗ ଲାଇଟ୍‌ ଗ୍ରୀନ୍‌ ।ଶୁଭଅଙ୍କ ୬ ।

ବୃଷ–କୌଣସି ବଡବ୍ୟକ୍ତିଙ୍କ ସହିତ ମିଶିବା ଲାଭପ୍ରଦ ଏବଂଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇପାରେ ।ପ୍ରେମ ପ୍ରସଙ୍ଗରେ ଖୁସି ରହିବେ ।ବ୍ୟବସାୟରେ ଅଳ୍ପ ମାତ୍ରାରେ କ୍ଷତିହେବ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୧ ।

ମିଥୁନ – ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ ।କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହିତ ଉତ୍ତମ ଆଚରଣ ଦେଖାନ୍ତୁ ।କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ ।ଶୁଭରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୪ ।

କର୍କଟ– ପୁରୁଣାବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିପାରନ୍ତି । ନୂଆକାର୍ଯ୍ୟରେ ରୁଚି ବଢିବ । ଅଫିସରେ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସାର ପାତ୍ରହେବେ । ପାରିବାରିକ ସୁଖଶାନ୍ତି ବଜାୟ ରହିବ ।ଶୁଭ ରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୮ ।

ସିଂହ –କୌଣସି ଜରୁରୀ କାମ ପୂରାହେବ । ଘରକୁ ଅତିଥି ଆସିପାରନ୍ତି ।ବିବାହିତଙ୍କ ଲାଗି ଦିନଟି ଭଲ ।ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରିବେ ।କୌଣସି କାର୍ଯ୍ୟ ଆରମ୍ଭରୁ ବଡ ଲୋକଙ୍କ ରାୟ ନେଇ ଯିବା ଉଚିତ୍‌ ।ଶୁଭ ରଙ୍ଗ ନୀଳ ।ଶୁଭ ଅଙ୍କ ୨ ।

କନ୍ୟା–ଉତ୍ତମ ବ୍ୟବହାର ଲାଗି ସମସ୍ତଙ୍କର ପ୍ରିୟହେବେ ।ବ୍ୟବସାୟୀଙ୍କ ଲାଗି ଦିନଟିଭଲ । ପାରିବାରିକ ଜୀବନ ସୁଖମୟ ।ବଡ ଭାଇ ଭଉଣୀଙ୍କ ସାହାଯ୍ୟ ପାଇବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୪ ।

ତୁଳା–ସକାରାତ୍ମକକାମରେ ମନ ଲଗାନ୍ତୁ । ଦୁଶ୍ଚିନ୍ତାରୁ ମୁକ୍ତି ପାଇବେ । ଅଧ୍ୟାପକବର୍ଗଙ୍କୁ ଭଲ ସୁଯୋଗମିଳିବ ।ବ୍ୟବସାୟରେ ପରିବର୍ତ୍ତନ ଆସିବ । ପତ୍ନୀଙ୍କସାହାର୍ଯ୍ୟ ଆପଣଙ୍କୁଲାଭ ଦେବ ।ଶୁଭରଙ୍ଗବ୍ରାଉନ୍‌ । ଶୁଭ ଅଙ୍କ ୭ ।

ବିଛା–କାର୍ଯ୍ୟ ସମାପ୍ତ ଲାଗି ନୂଆ ଉପାୟ ମିଳିବ ।ବ୍ୟାବସାୟିକ କାର୍ଯ୍ୟରେ ଦୁର ଯାତ୍ରା କରିପାରନ୍ତି । ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ ।ଶୁଭ ରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୪ ।

ଧନୁ –ବିନା ବାଧାରେ କାମଶେଷ ହେବ ।ଉନ୍ନତିର ନୂଆ ମାର୍ଗ ଖୋଲିବ ।ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଦେଶ ଯାଇପାରନ୍ତି ।ବିବାହ ପାଇଁଚିନ୍ତିତ ଥିଲେ, ଦୂର ହୋଇପାରେ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୯ ।

ମକର–ଘରେ ଧାର୍ମିକ ସମାରୋହର ଆୟୋଜନ କରିପାରନ୍ତି ।ବନ୍ଧୁଙ୍କଠାରୁ ସାହାର୍ଯ୍ୟ ପାଇବେ ।ଜରୁରୀ କାମସମାପ୍ତ କରିବାରେ ସଫଳହେବେ ।ଶୁଭରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୬ ।

କୁମ୍ଭ -ଆତ୍ମ ସମୀକ୍ଷାରେ ସମୟ ବିତିବ ।ଘରକୁ କୁଣିଆ ଆସିପାରନ୍ତି । ନୂଆକାମ ଆରମ୍ଭ କରିବାପୂର୍ବରୁ ଘର ଲୋକଙ୍କ ସହିତ ପରାମର୍ଶକରନ୍ତୁ ।ଯାନବାହନ ପ୍ରତିସଜାଗ ରୁହନ୍ତୁ ।ଶୁଭରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୨ ।

ମୀନ – ପୁରୁଣା ସଂପର୍କରୁ ଲାଭ ମିଳିବ ।ରାଜନୀତିରେ ଥିବା ବ୍ୟକ୍ତି ବିଶେଷଙ୍କୁ ବଡ ପଦ ମିଳିପାରେ । ଅଧ୍ୟାପିକାଙ୍କ ଲାଗି ଧନ ଲାଭର ନୂଆରାସ୍ତା ଖୋଲିବ ।ଶୁଭରଙ୍ଗ ପିଚ୍‌ ।ଶୁଭ ଅଙ୍କ ୮ ।

   Related Posts