Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

Valentines Day 2020: ଏହି ୫ଟି ସ୍ଥାନରେ ଲାଗିବ ପ୍ରେମୀଯୁଗଳଙ୍କ ଭିଡ଼…

27/01/2020 at 6:48 PM

ଭୁବନେଶ୍ବର୨୭/୧:ଭାଲେନ୍‌ଟାଇନ୍ସ ଡେ ଓ୍ବିକ୍ ପ୍ରତ୍ୟେକ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ହୋଇଥାଏ। ଏହି ଦିଟିକୁ ସ୍ପେଶାଲ କରିବା ପାଇଁ ପ୍ରେମୀଯୁଗଳମାନେ ବିଭିନ୍ନ ସ୍ଥାନରେ ବୁଲିବା ପାଇଁ ଯୋଜନା କରିଥାଆନ୍ତି। ଏହି ଦିନରେ ପ୍ରେମିକ ଓ ପ୍ରେମିକା ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଅଧିକ ମଜବୁତ ହୋଇଥାଏ। ପ୍ରେମୀ ଯୁଗଳମାନେ ପରସ୍ପରକୁ ଗିଫ୍ଟ ମଧ୍ୟ ଦେଇଥାଆନ୍ତି। ଭାଇଲେନ୍‌ଟାଇନ୍ ଡେ କେବଳ ପ୍ରେମୀଯୁଗଳ ପାଳନ୍ତି ତାହା ନୁହେଁ ସ୍ବାମୀ-ସ୍ତ୍ରୀ ମଧ୍ୟ ପାଳନ କରିଥାଆନ୍ତି। ଏହି ଦିନଟିକୁ ଖାସ୍‌ କରିବା ପାଇଁ ଭାରତରେ ଏମିତି କିଛି ସ୍ଥାନ ରହିଛି। ଯାହା ଆପଣ ଭାଲେନ୍‌ଟାଇନ୍‌ସ ଡେ କୁ ସବୁଦିନ ପାଇଁ ମନେ ରଖିବେ।

ଲେନ୍ସଡାଉନ– ଏହି ସ୍ଥାନଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ଉତ୍ତରାଖଣ୍ଡର ଲେନ୍ସଡାଉନ ଶାନ୍ତି ଓ ସୁନ୍ଦର ଟ୍ୟୁରିଷ୍ଟ ପ୍ଲେସ୍‌।

ଆଗ୍ରା– ଦେଶ ବିଦେଶରେ ଆଗ୍ରା ବେଶ ପ୍ରସିଦ୍ଧ। ଏଠାରେ ରହିଛି ପ୍ରେମର ପ୍ରତୀକ ତାଜମହଲ। ପ୍ରେମୀଯୁଗଳଙ୍କଠାରୁ ଆରମ୍ଭ କରି ବାପା-ମାଆ ସମେତ ପରିବାର ସବୁ ଲୋକ ଆଗ୍ରାରେ ତାଜମହଲ ଦେଖି ମଜା ଉଠାଇ ପାରିବେ।

କେରଳ– ଜୀବନ ସାଥୀ ସହ ସମୟ ଅତିବାହିତ କରିବା ପାଇଁ କେରଳ ଏକ ସୁନ୍ଦର ସ୍ଥାନ।

ଧର୍ମଶାଳା– ହିମାଚଳ ପ୍ରଦେଶ ପର୍ଯ୍ୟଟନସ୍ଥଳୀ ପାଇଁ ବେଶ ଆଦୃତ ଲାଭ କରିଛି। ଏଠାରେ କୁଲୁ ଓ ମନାଲି ଭଳି ସୁନ୍ଦର ସ୍ଥାନ। ହିମାଚଳ ପ୍ରଦେଶରେ ଥିବା ପର୍ଯ୍ୟଟନକସ୍ଥଳୀ ମଧ୍ୟରୁ ଧର୍ମଶାଳା ଅନ୍ୟତମ।

ଋଷିକେଶ– ଉତ୍ତରାଖଣ୍ଡରେ ଥିବା ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଋଷିକେଶ ମଧ୍ୟ ଅନ୍ୟତମ।

   Related Posts