Valentines Day 2020: ଏହି ୫ଟି ସ୍ଥାନରେ ଲାଗିବ ପ୍ରେମୀଯୁଗଳଙ୍କ ଭିଡ଼...

Published By : Prameya-News7 Bureau | January 27, 2020 IST

ଭୁବନେଶ୍ବର୨୭/୧:ଭାଲେନ୍‌ଟାଇନ୍ସ ଡେ ଓ୍ବିକ୍ ପ୍ରତ୍ୟେକ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ହୋଇଥାଏ। ଏହି ଦିଟିକୁ ସ୍ପେଶାଲ କରିବା ପାଇଁ ପ୍ରେମୀଯୁଗଳମାନେ ବିଭିନ୍ନ ସ୍ଥାନରେ ବୁଲିବା ପାଇଁ ଯୋଜନା କରିଥାଆନ୍ତି। ଏହି ଦିନରେ ପ୍ରେମିକ ଓ ପ୍ରେମିକା ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଅଧିକ ମଜବୁତ ହୋଇଥାଏ। ପ୍ରେମୀ ଯୁଗଳମାନେ ପରସ୍ପରକୁ ଗିଫ୍ଟ ମଧ୍ୟ ଦେଇଥାଆନ୍ତି। ଭାଇଲେନ୍‌ଟାଇନ୍ ଡେ କେବଳ ପ୍ରେମୀଯୁଗଳ ପାଳନ୍ତି ତାହା ନୁହେଁ ସ୍ବାମୀ-ସ୍ତ୍ରୀ ମଧ୍ୟ ପାଳନ କରିଥାଆନ୍ତି। ଏହି ଦିନଟିକୁ ଖାସ୍‌ କରିବା ପାଇଁ ଭାରତରେ ଏମିତି କିଛି ସ୍ଥାନ ରହିଛି। ଯାହା ଆପଣ ଭାଲେନ୍‌ଟାଇନ୍‌ସ ଡେ କୁ ସବୁଦିନ ପାଇଁ ମନେ ରଖିବେ।

ଲେନ୍ସଡାଉନ- ଏହି ସ୍ଥାନଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ଉତ୍ତରାଖଣ୍ଡର ଲେନ୍ସଡାଉନ ଶାନ୍ତି ଓ ସୁନ୍ଦର ଟ୍ୟୁରିଷ୍ଟ ପ୍ଲେସ୍‌।

{"id":216739,"width":582,"height":437,"sizeSlug":"large"}

ଆଗ୍ରା- ଦେଶ ବିଦେଶରେ ଆଗ୍ରା ବେଶ ପ୍ରସିଦ୍ଧ। ଏଠାରେ ରହିଛି ପ୍ରେମର ପ୍ରତୀକ ତାଜମହଲ। ପ୍ରେମୀଯୁଗଳଙ୍କଠାରୁ ଆରମ୍ଭ କରି ବାପା-ମାଆ ସମେତ ପରିବାର ସବୁ ଲୋକ ଆଗ୍ରାରେ ତାଜମହଲ ଦେଖି ମଜା ଉଠାଇ ପାରିବେ।

{"id":216741,"width":573,"height":381,"sizeSlug":"large"}

କେରଳ- ଜୀବନ ସାଥୀ ସହ ସମୟ ଅତିବାହିତ କରିବା ପାଇଁ କେରଳ ଏକ ସୁନ୍ଦର ସ୍ଥାନ।

{"id":216742,"width":587,"height":386,"sizeSlug":"large"}

ଧର୍ମଶାଳା- ହିମାଚଳ ପ୍ରଦେଶ ପର୍ଯ୍ୟଟନସ୍ଥଳୀ ପାଇଁ ବେଶ ଆଦୃତ ଲାଭ କରିଛି। ଏଠାରେ କୁଲୁ ଓ ମନାଲି ଭଳି ସୁନ୍ଦର ସ୍ଥାନ। ହିମାଚଳ ପ୍ରଦେଶରେ ଥିବା ପର୍ଯ୍ୟଟନକସ୍ଥଳୀ ମଧ୍ୟରୁ ଧର୍ମଶାଳା ଅନ୍ୟତମ।

{"id":216744,"sizeSlug":"large"}

ଋଷିକେଶ- ଉତ୍ତରାଖଣ୍ଡରେ ଥିବା ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଋଷିକେଶ ମଧ୍ୟ ଅନ୍ୟତମ।

{"id":216745,"width":594,"height":334,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.