Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସ୍ୱାଭାବିକ ହୋଇପାରେ ଟିକାକରଣ: ଆସୁଛି ୨ ଲକ୍ଷ ୭୧ ହଜାର କୋଭିସିଲ୍ଡ ଟିକା

12/04/2021 at 11:43 AM

ଭୁବନେଶ୍ୱର ୧୨/୪: ଆଜି ରାଜ୍ୟରେ ଆସି ପହଞ୍ଚିବ ୨ ଲକ୍ଷ ୭୧ ହଜାର କୋଭିସିଲ୍ଡ ଟିକା । ଟିକା ଅଭାବରୁ ରାଜ୍ୟରେ ଟିକାକରଣ ବନ୍ଦ ରହିଛି । ଆଜି ଟିକା ଆସି ପହଞ୍ଚିବା ପରେ ପୁଣି ପରିସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା ରହିଛି ।

ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆଜି ପ୍ରାୟ ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ରହିଛି । ୭୭୫ଟି କେନ୍ଦ୍ରରେ କାର୍ଯ୍ୟକ୍ଷମ ହେଉଛି । ଭୁବନେଶ୍ୱର ସମେତ ୮ଟି Work placeରେ ଟିକାକରଣ ଜାରି ରହିଛି । ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ, କୋରାପୁଟ, ଖୋର୍ଦ୍ଧା, ଭୂବନେଶ୍ୱରରେ ଚାଲିଛି  ଟିକାକରଣ । ଗତ ଶନିବାର ରାଜ୍ୟକୁ ଆସିଥିଲା ଅଢେଲ ଲକ୍ଷ ଟିକା । ରାଜ୍ୟ ସରକାର ୨୫ ଲକ୍ଷ ଟିକା ପାଇଁ ଡ଼ିମାଣ୍ଡ କରିଥିଲେ ।

   Related Posts