Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ଟିକା ପାଇଁ ଲମ୍ବା ଲାଇନ୍, ସ୍ଲଟ୍ ବୁକିଂ କରିବାକୁ ଲୋକଙ୍କ ବଦଳରେ ଲମ୍ବା ଧାଡିରେ କାଗଜ ଚିଠା

21/06/2021 at 5:53 PM

କାମାକ୍ଷାନଗର ୨୧।୬: ଆଜିଠାରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେଡିକାଲରେ ୧୮ବର୍ଷରୁ ଉର୍ଦ୍ଧ୍ବ ବୟସ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଯେଉଁଥି ପାଇଁ ଲମ୍ବା ଧାଡିରେ ଲୋକଙ୍କ ବଦଳରେ କାଗଜ ଚିଠାର ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ପୂର୍ବରୁ ୧୮ବର୍ଷରୁ ଟିକା ପାଇଁ ସ୍ଲଟ୍ ବୁକିଙ୍ଗ କରିବାକୁ ପଡୁଥିବା ବେଳେ ଆଜିଠାରୁ ସିଧା ସଳଖ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ନେଇ ପାରିବେ ।  

ସରକାରଙ୍କ ଘୋଷଣା ପରେ ଆଜି କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଲୋକମାନେ ଛାଇରେ ଛିଡା ହେବା ସାଙ୍ଗକୁ କାଗଜପତ୍ର ମଧ୍ୟରେ ନମ୍ବର କରି ଲମ୍ବା ଧାଡି ହୋଇଥିବା  ଦେଖିବାକୁ ମିଳିଥିଲା । ଟିକା ନେବାକୁ ଆସିଥିବା ଯୁବକ ଯୁବତୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

   Related Posts